୨୪. ହବକ୍କୁକ୍, ଧାର୍ମିକତା ଏବଂ ବିଶ୍ଵାସ

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା: ପିତା, ଆମ୍ଭେମାନେ ତୁମ୍ଭ ନିକଟରେ ସ୍ୱୀକାର କରୁ ଯେ ଆମ୍ଭମାନଙ୍କ ସ୍ୱଭାବିକ ବ୍ୟକ୍ତିତ୍ୱ ଏହି ପ୍ରାକୃତିକ ଜଗତରେ ପ୍ରାୟ ସବୁକିଛି ଆମ୍ଭମାନଙ୍କ ଧ୍ୟାନକୁ ଆପଣଙ୍କଠାରୁ ସତ୍ୟତାରୁ ଦୂର କରିଥାଏ। ଆମ୍ଭେମାନେ ସୃଷ୍ଟିର ଏହି ସାକ୍ଷ୍ୟ ପାଇଁ କୃତଜ୍ଞ ଅଟୁ। ଆମ୍ଭେମାନେ ଆପଣଙ୍କ ବିଶିଷ୍ଟ ପ୍ରକାଶନ, ପବିତ୍ରଶାସ୍ତ୍ର ପାଇଁ କୃତଜ୍ଞ ଅଟୁ; ଯାହା ଆମ୍ଭମାନଙ୍କୁ ଆପଣଙ୍କ ନିକଟକୁ ଆକର୍ଷିତ କରିଥାଏ। କିନ୍ତୁ, ପିତା, ଶରୀରର ଶକ୍ତି ପାପର ଶକ୍ତି ଶକ୍ତିଶାଳୀ ଅଟେ ଜୀବନକୁ ଦେଖିବା ପୁଣି ଯାହା ମହତ୍ୱପୂର୍ଣ୍ଣ ବିଷୟ ଅଟେ, ତାହାକୁ ପାସୋରି ଦେବା ବହୁତ ସହଜ ଅଟେ, ଏବଂ ସେହି ମହତ୍ୱପୂର୍ଣ୍ଣ ବ୍ୟକ୍ତି ଆପଣ ଅଟନ୍ତି। ପିତା, ଆମ୍ଭେମାନେ ପ୍ରାର୍ଥନା କରୁ ଯେ ଯେତେବେଳେ ଆମ୍ଭେମାନେ ହବକ୍କୂକଙ୍କ ଜୀବନକୁ ତାଙ୍କ ଜୀବନର କଠିନ ପରିସ୍ଥିତି ଦେଇ ଯାଉ, ଆପଣ କିପରି ତାହାଙ୍କୁ ବିଶ୍ୱାସଯୋଗ୍ୟ ହେବାକୁ ଆହ୍ୱାନ କରନ୍ତି, ତେବେ ଆମ୍ଭମାନଙ୍କ କର୍ଣ୍ଣରେ ଶୁଣାଯାଉଥିବା ସେହି ଆହ୍ୱାନକୁ ବୁଝିବା ପାଇଁ ସାହାର୍ଯ୍ୟ କରନ୍ତୁ। ଯୀଶୁଙ୍କ ନାମରେ, ଆମେନ୍।

. ପରିଚୟକରଣ

ହବକ୍କୂକ ଭବିଷ୍ୟତ୍ବକ୍ତା ସମ୍ଭବତଃ ପ୍ରାୟ ୬୪୦-୬୧୦ ଖ୍ରୀଷ୍ଟ ପୂର୍ବରେ ଭବିଷ୍ୟତ୍ବାଣୀ କରିଥିଲେ। ତାହାଙ୍କ ସେବାକାର୍ଯ୍ୟ ଆରମ୍ଭ ହେବାର ପ୍ରାୟ ୮୦ ବର୍ଷ ପୂର୍ବରୁ ଅଶୂରୀୟ ରାଜା ଉତ୍ତରୀୟ ରାଜ୍ୟ ଇସ୍ରାଏଲକୁ ଜୟ କରିଥିଲା ଦକ୍ଷିଣୀ ରାଜ୍ୟ, ଅର୍ଥାତ୍ ହବକ୍କୂକ ଯେଉଁଠାରୁ ଆସିଥିଲେ, ବାସ୍ତବରେ ଏକ ଅଧ୍ୟାତ୍ମିକ ଜାଗୃତିକୁ ଅନୁଭବ କରିଥିଲା। କିନ୍ତୁ, ହବକ୍କୂକ ଦୃଶ୍ୟକୁ ଆସିବା ପର୍ଯ୍ୟନ୍ତ ଏହା ପତିତ ହେବା ଯୋଗୁଁ ଏକ ଦୁଷ୍ଟତାର ସ୍ଥାନ ହୋଇଥିଲା। ଧନବାନ ଲୋକ ଦରିଦ୍ରର ଅତ୍ୟାଚାର କରୁଥିଲେ, ସେମାନେ ନ୍ୟାୟାଳୟକୁ ନିୟନ୍ତ୍ରଣ କରୁଥିଲେ ସେଠାରେ ନ୍ୟାୟ ଭଲି କିଛି ଥିଲା। ହବକ୍କୂକଙ୍କ ଜଗତ ଏକ ଉତ୍ତମ ସ୍ଥାନ ଥିଲା। ହବକ୍କୂକଙ୍କ ପୁସ୍ତକରେ ଏହି ବିଷୟକୁ ନେଇ ପରମେଶ୍ୱରଙ୍କ ସହିତ ତାହାଙ୍କ ବାର୍ତ୍ତାଳାପ ଦିଆଯାଇଅଛି। ସାଧାରଣତଃ, ଭବିଷ୍ୟତ୍ବକ୍ତାଙ୍କ ପୁସ୍ତକରେ, ଆମ୍ଭେମାନେ ପରମେଶ୍ୱରଙ୍କୁ ଭବିଷ୍ୟତବକ୍ତାଙ୍କ ଦ୍ୱାରା ଲୋକମାନଙ୍କ ସହିତ ବାର୍ତ୍ତାଳାପ କରୁଥିବା ଦେଖିଥାଉ। କିନ୍ତୁ ଏହି ପୁସ୍ତକରେ ପରମେଶ୍ୱର ଭବିଷ୍ୟତ୍ବକ୍ତା ପରସ୍ପର ସହିତ ବାର୍ତ୍ତାଳାପ କରୁଥିବା ଶୁଣୁ ଏବଂ ଏହି କ୍ଷୁଦ୍ର ପୁସ୍ତକରେ ହବକ୍କୂକ ପରମେଶ୍ୱରଙ୍କୁ ଦୁଇ ଥର ଗୋଟିଏ ପ୍ରଶ୍ନ କରନ୍ତି ପରମେଶ୍ୱର ତାହାର ଉତ୍ତର ଦିଅନ୍ତି ପୁଣି ପରେ ପର୍ବରେ ପରମେଶ୍ୱରଙ୍କ ଦୁଇଟି ଉତ୍ତର ପ୍ରତି ହବକ୍କୂକଙ୍କ ପ୍ରତ୍ୟୁତ୍ତର ପଢ଼ିଥାଉ।

. ପଚରାଯାଇଥିବା ପ୍ରଶ୍ନଗୁଡିକ

. ପ୍ରଥମ ପ୍ରଶ୍ନ (:-୧୧)

ପ୍ରଥମ ପ୍ରଶ୍ନ ଉତ୍ତର ହବକ୍କୂକ :-୧୧ ପଦରେ ଦିଆଯାଇଅଛି। ଏହି ଖଣ୍ଡରେ ଆମ୍ଭମାନଙ୍କର ମନ୍ଦତାର ସମସ୍ୟା ବିଷୟରେ ଏକ ସର୍ବୋତ୍କୃଷ୍ଟ ବାକ୍ୟ ଅଛି। ହବକ୍କୂକର ଅନ୍ତର୍ନିହିତ ଆଧାର ଏହା ଅଟେ ଯେ ପରମେଶ୍ୱର ଏକ ଧାର୍ମିକ ନ୍ୟାୟୀ ପରମେଶ୍ୱର ଅଟନ୍ତି। ସେ ଧାର୍ମିକ ଲୋକମାନଙ୍କୁ ପୁରସ୍କାର ଦୁଷ୍ଟକୁ ଦଣ୍ଡ ଦେବେ। ତାହା ସେହି ରେଖାଙ୍କିତ ଧାରଣା ଅଟେ ତାହା ୧୩ ପଦରେ ଉଲ୍ଲେଖ କରାଯାଇଅଛି। କିନ୍ତୁ, ଯେତେବେଳେ ହବକ୍କୂକ ଏହି ଧାରଣକୁ ବିଶ୍ୱାସ କରନ୍ତି ସେହିସମୟରେ ତାଙ୍କ ଜୀବନରେ ମନ୍ଦତାର ସମସ୍ୟା ବିଷୟରେ ଉତ୍ତେଜନା ଦେଖିବାକୁ ମିଳେ, କିନ୍ତୁ ଯେତେବେଳେ ସେ ବାସ୍ତବିକତାକୁ ଦେଖନ୍ତି, ତେବେ ମନ୍ଦତା ବିଜୟୀ ହେଉଥିବା ଜଣା ପଡ଼େ। ପରମେଶ୍ୱର ବାସ୍ତବରେ ଧାର୍ମିକମାନଙ୍କୁ ପୁରସ୍କୃତ କରୁ ନାହାନ୍ତି ପରମେଶ୍ୱର ବାସ୍ତବରେ ଦୁଷ୍ଟକୁ ଦଣ୍ଡ ଦେଉ ନାହାନ୍ତି। ଏବଂ ପରମେଶ୍ୱରଙ୍କ ବିଷୟରେ ଯାହା ସତ୍ୟ ବୋଲି ବିଶ୍ୱାସ କରନ୍ତି ବାସ୍ତବରେ ସେ ଯାହା ଦେଖୁଅଛନ୍ତି, ସେଥି ମଧ୍ୟରେ ତାହା ହବକ୍କୂକଙ୍କ ଜୀବନର ବିଡମ୍ବନା ଅଟେ।

ହବକ୍କୂକ :-

ହେ ସଦାପ୍ରଭୁ, ମୁଁ କେତେ କାଳ ଆର୍ତ୍ତନାଦ କରିବି, ଆଉ ତୁମ୍ଭେ ଶୁଣିବ ନାହିଁ? ମୁଁ ଦୌରାତ୍ମ୍ୟ ବିଷୟରେ ତୁମ୍ଭ ନିକଟରେ ଆର୍ତ୍ତନାଦ କରୁଅଛି ତୁମ୍ଭେ ଉଦ୍ଧାର କରିବ ନାହିଁ? ତୁମ୍ଭେ କାହିଁକି ମୋତେ ଅଧର୍ମ ଦେଖାଉଅଛ କୁଟିଳତା ପ୍ରତି ଦୃଷ୍ଟିପାତ କରୁଅଛ? କାରଣ ମୋʼ ସମ୍ମୁଖରେ ଧନାପହାର ଦୌରାତ୍ମ୍ୟ ଥାଏ; ପୁଣି, ବିବାଦ ହୁଏ ବିରୋଧ ବଢ଼ି ଉଠେ। ଏଥିପାଇଁ ବ୍ୟବସ୍ଥା ନିସ୍ତେଜ ହୋଇଅଛି ବିଚାର କେବେ ନିଷ୍ପନ୍ନ ହେଉ ନାହିଁ; କାରଣ ଦୁର୍ଜନମାନେ ଧାର୍ମିକକୁ ଘେରନ୍ତି; ଏଥିପାଇଁ ବିଚାର ବିପରୀତ ହୋଇପଡ଼େ।

ଯିହୂଦା ହବକ୍କୂକଙ୍କ ଜୀବନରେ ଏକ ମନୋହର ସ୍ଥାନ ନୁହେଁ। ହବକ୍କୂକ ପରମେଶ୍ୱରଙ୍କୁ କରୁଥିବା ପ୍ରଶ୍ନ ଏକ ନିଷ୍ଠାପୂର୍ଣ୍ଣ ପ୍ରଶ୍ନ ଅଟେ। ସେ ଆପଣା ହୃଦୟକୁ ଢ଼ାଳି ଦେଉଅଛନ୍ତି ସେ ଜଣେ ସ୍ପଷ୍ଟବାଦୀ ଯନ୍ତ୍ରଣାବିଶିଷ୍ଟ ନିଷ୍ଠାବାନ ବ୍ୟକ୍ତି ଅଟନ୍ତି, କାରଣ ଅଧାର୍ମିକ ଦୁଷ୍ଟତାର ଉପସ୍ଥିତି ହବକ୍କୂକଙ୍କ ପାଇଁ ପୀଡ଼ାଦାୟକ ଅଟେ। ଏହା ଆଘାତ କରେ!

ଆପଣ କେବେ ନିଜର ଏହିପରି ଅବସ୍ଥା ଦେଇ ଯାଇଅଛନ୍ତି କି? ଯେତେବେଳେ ଆପଣ ଏକ ଅବସ୍ଥାକୁ ଦେଖୁଥାଆନ୍ତି, ସମ୍ଭବତଃ ଆପଣା ଜୀବନରେ ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଜୀବନରେ, ଏବଂ ଆପଣ ଦେଖନ୍ତି ଯେ ସେହି ବ୍ୟକ୍ତି ଏକ ମିଥ୍ୟାବାଦୀ ଅଟନ୍ତି କେବେ ଧରା ପଡ଼ନ୍ତି ନାହିଁ; ବା ବିଶ୍ୱାସଘାତୀ ଜୀବନ ସାଥୀ କୌଣସି ପରିଣାମକୁ ଭୋଗନ୍ତି ନାହିଁ; ଆପଣ ଏହିପରି ପରିସ୍ଥିତିକୁ ଦେଖି କହନ୍ତି, ଏହା ଠିକ୍ ନୁହେଁ, ପରମେଶ୍ୱର! ତାହା ଯଥାର୍ଥ ନୁହେଁ! ଆପଣ ଏକ ଧାର୍ମିକ ନ୍ୟାୟବାନ ପରମେଶ୍ୱର ଅଟନ୍ତି; ଆପଣ ଧାର୍ମିକମାନଙ୍କୁ ପୁରସ୍କାର ଦୁଷ୍ଟମାନଙ୍କୁ ଦଣ୍ଡ ଦେବାକୁ ସମର୍ପିତ ଅଟନ୍ତି। ହେଇଅଛି? ଏହା ଦୁଷ୍ଟତାର ସମସ୍ୟା ଅଟେ ଏବଂ ହବକ୍କୂକ ଏହି ସମସ୍ୟାର ସମ୍ମୁଖୀନ ହେଉଅଛନ୍ତି।

ଉତ୍ତମ, ପରମେଶ୍ୱର ହବକ୍କୂକଙ୍କୁ ଉତ୍ତର ଦିଅନ୍ତି। ପରମେଶ୍ୱର ସବୁବେଳେ ଲୋକମାନଙ୍କୁ ଉତ୍ତର ଦିଅନ୍ତି ନାହିଁ, ରୋମୀୟ ପର୍ବ ଏବଂ ଆୟୁବଙ୍କ ପୁସ୍ତକରୁ ଆମ୍ଭେମାନେ ଜାଣୁ ଯେ ପରମେଶ୍ୱର ସବୁବେଳେ ଆମ୍ଭମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି ନାହିଁ। କିନ୍ତୁ ହବକ୍କୂକଙ୍କ ପୁସ୍ତକ ବିଷୟରେ କିଛି ବିଶିଷ୍ଟ ରହିଅଛି ସେ କିପରି ପ୍ରଶ୍ନ କରନ୍ତି, ସେଥିରେ କିଛି ବିଶିଷ୍ଟ ରହିଅଛି ଯେ ତାହା ପରମେଶ୍ୱରଙ୍କୁ ଉତ୍ତର ଦେବା ପାଇଁ ଆହ୍ୱାନ କରେ...ଏବଂ ସେ ଉତ୍ତର ଦିଅନ୍ତି। ସେ ହବକ୍କୂକଙ୍କୁ କହନ୍ତି ଯେ, ଆମ୍ଭେ ଯିହୂଦାର ପାପକୁ ଦଣ୍ଡିତ କରିବା। ଏହା ଦଣ୍ଡିତ ହେବ। ଆଉ ଆମ୍ଭେ ସେମାନଙ୍କ ନିକଟକୁ କଲଦୀୟ ଲୋକମାନଙ୍କୁ ପ୍ରେରଣ କରିବା ଦ୍ୱାରା ସେମାନଙ୍କୁ ଦଣ୍ଡ ଦେବା। ତାହା ବାବିଲର ଅନ୍ୟ ଏକ ନାମ ଅଟେ। ବାବିଲର ଲୋକମାନେ ଆସି ଦକ୍ଷିଣ ରାଜ୍ୟ ଯିହୂଦାକୁ ପାପର ଦଣ୍ଡ ସ୍ୱରୂପେ ସେମାନଙ୍କୁ ବିନଷ୍ଟ କରିବେ।

ହବକ୍କୂକ :- ପଦକୁ ଦେଖନ୍ତୁ।

ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ଦେଖି ମନୋଯୋଗ କର ଅତିଶୟ ଚମତ୍କୃତ ହୁଅ; କାରଣ ତୁମ୍ଭମାନଙ୍କ ସମୟରେ ଆମ୍ଭେ ଏକ କର୍ମ କରୁଅଛୁ, ସେ ବିଷୟ ତୁମ୍ଭମାନଙ୍କୁ କୁହା ଗଲେ ହେଁ ତୁମ୍ଭେମାନେ ତାହା ବିଶ୍ଵାସ କରିବ ନାହିଁ।

ଅନ୍ୟ ବାକ୍ୟରେ, ହବକ୍କୂକ, ଆମ୍ଭେ ଯାହା କରିବାକୁ ଉଦ୍ୟତ, ଏହା ବାସ୍ତବରେ ତୁମ୍ଭକୁ ଆଶ୍ଚର୍ଯ୍ୟଚକିତ କରିବ। ତାହା ତୁମେ ଆଶା କରିଥିବା ପରି କାର୍ଯ୍ୟ ନୁହେଁ।

କାରଣ ଦେଖ, ଯେଉଁ କଲଦୀୟ ଲୋକମାନେ ନିଷ୍ଠୁର ଚଞ୍ଚଳ ଗୋଷ୍ଠୀ, ସେମାନଙ୍କୁ ଆମ୍ଭେ ଉଠାଉଅଛୁ; ଯେଉଁ ନିବାସ-ସ୍ଥାନସକଳ ସେମାନଙ୍କର ନୁହେଁ, ତାହା ଅଧିକାର କରିବା ପାଇଁ ସେମାନେ ପୃଥିବୀର ବିସ୍ତାରର ସର୍ବତ୍ର ଯାତ୍ରା କରନ୍ତି। ସେମାନେ ତ୍ରାସଜନକ ଭୟଙ୍କର ଅଟନ୍ତି; ସେମାନଙ୍କର ଶାସନ ଗୌରବ ସେମାନଙ୍କର ନିଜଠାରୁ ନିର୍ଗତ ହୁଅଇ...

ଆଉ ବାବିଲ ଲୋକମାନଙ୍କ ବିଷୟରେ ଆଲୋଚନା ଜାରୀ ରହେ। ଅନ୍ୟ ବାକ୍ୟରେ, ପରମେଶ୍ୱର ହବକ୍କୂକଙ୍କୁ କହନ୍ତି, ଆମ୍ଭର ଧୈର୍ଯ୍ୟର ସୀମା ରହିଅଛି। ଆମ୍ଭେ କେବଳ ଏତିକି ସମୟ ପର୍ଯ୍ୟନ୍ତ ଅନ୍ୟାୟ ଦୁଷ୍ଟତାକୁ ଦେଖିବା ଏକ ସମୟ ଆସୁଅଛି, ଯେତେବେଳେ ଆମ୍ଭେ ଯିହୂଦାରେ ଦୁଷ୍ଟାତାକୁ ଦଣ୍ଡିତ କରିବା। ବର୍ତ୍ତମାନ, ରୂଚିକର ବିଷୟ ଏହା ଯେ ସେ ହବକ୍କୂକଙ୍କୁ କେବେ ମଧ୍ୟ କହନ୍ତି ନାହିଁ ଯେ ସେ ତାହା କେବେ କରିବେ। ଆମ୍ଭେମାନେ ଇତିହାସରୁ ଜାଣୁ ଯେ ତାହା ୫୮୬ ଖ୍ରୀଷ୍ଟ ପୂର୍ବରେ ଘଟିଥିଲା; ସମ୍ଭବତଃ ହବକ୍କୂକଙ୍କ ସେବାକାର୍ଯ୍ୟର ୩୦ ବର୍ଷ ବା ତାହାଠାରୁ ଅଧିକ ସମୟ ପରେ ଘଟିଥିଲା। ବାବିଲର ଲୋକମାନେ ଆସି ଦକ୍ଷିଣ ରାଜ୍ୟ ଯିହୂଦାକୁ ଆପଣା ଅଧିକାର କରି ବିନଷ୍ଟ କଲେ। କିନ୍ତୁ ହବକ୍କୂକଙ୍କୁ କେବେ କୁହାଯାଇ ଥିଲା ଯେ ତାହା କେବେ ଘଟିବାକୁ ଯାଉଥିଲା।

ଏହିପରି, ପରମେଶ୍ୱର ହବକ୍କୂକଙ୍କ ପ୍ରଥମ ପ୍ରଶ୍ନର ଉତ୍ତର ପ୍ରଦାନ କରନ୍ତି, କିନ୍ତୁ ସମସ୍ୟାକୁ ସମାଧାନ କରିବା ଅପେକ୍ଷା, ହବକ୍କୂକଙ୍କ ଅନୁସାରେ ପରମେଶ୍ୱର ସମସ୍ୟାକୁ ଆହୁରି ଅଧିକ ଖରାପ କରିଅଛନ୍ତି। କାରଣ ହବକ୍କୂକଙ୍କ ଅନୁସାରେ ଯିହୂଦାର ଲୋକମାନେ ଯେତିକ ଖରାପ ଅଟନ୍ତି, ତାହାଠାରୁ ଅଧିକ ଖରାପ ବାବିଲର ଲୋକମାନେ ଅଟନ୍ତି! ତେଣୁ, ଆମ୍ଭେମାନେ ଦ୍ୱିତୀୟ ପ୍ରଶ୍ନକୁ ଯାଉ ଯାହା ୧୨ ପଦରେ ଆରମ୍ଭ ହୁଏ। ପୁଣି ଯେତେବେଳେ ଆପଣ ୧୨ ପଦକୁ ଦେଖନ୍ତି, ସେଠାରେ ବିଶ୍ୱାସକୁ ଧ୍ୟାନ ଦିଅନ୍ତୁ। ୧୨ ପଦରେ ବିଶ୍ୱାସ ରହିଅଛି।

. ଦ୍ୱିତୀୟ ପ୍ରଶ୍ନ (:୧୨-:)

ହବକ୍କୂକଙ୍କ ଦ୍ୱିତୀୟ ପ୍ରଶ୍ନ:

ହେ ସଦାପ୍ରଭୁ, ମୋର ପରମେଶ୍ଵର, ମୋର ଧର୍ମସ୍ଵରୂପ, ତୁମ୍ଭେ କି ଅନାଦି କାଳଠାରୁ ନୁହଁ? ଆମ୍ଭେମାନେ ବିନଷ୍ଟ ନୋହିବା। (ଅନ୍ୟ ବାକ୍ୟରେ, ଏହି ଜାତି ବିନଷ୍ଟ ହେବ ନାହିଁ) ହେ ସଦାପ୍ରଭୁ, ତୁମ୍ଭେ ଶାସନାର୍ଥେ ତାହାକୁ (ବାବିଲକୁ) ନିରୂପଣ କରିଅଛ, ପୁଣି ହେ ଶୈଳସ୍ଵରୂପ, ତୁମ୍ଭେ ଶାସ୍ତି ନିମନ୍ତେ ତାହାକୁ ସ୍ଥାପନ କରିଅଛ।

ଆପଣ ଦେଖନ୍ତି, ତାହା ବିଶ୍ୱାସର ଏକ ମହାନ ବାକ୍ୟ ଅଟେ। ହବକ୍କୂକ ଏହା କହୁଅଛନ୍ତି, ଉତ୍ତମ, ମୁଁ ଆପଣଙ୍କ ଉତ୍ତରକୁ ସ୍ୱୀକାର କରେ। ମୁଁ ଏହା ବୁଝେ। ଆପଣ ଯିହୂଦାର ଲୋକମାନଙ୍କ ପାପକୁ ଦଣ୍ଡିତ କରିବା ନିମନ୍ତେ ବାବିଲକୁ ବ୍ୟବହାର କରିବାକୁ ଯାଉଅଛନ୍ତି। କିନ୍ତୁ ତଥାପି, ମୁଁ ବୁଝେ ନାହିଁ ଯେ ଆପଣ ବାବିଲକୁ କାହିଁକି ବ୍ୟବହାର କରୁଅଛନ୍ତି! ୧୩ ପଦକୁ ଦେଖନ୍ତୁ।

ତୁମ୍ଭେ ଏପରି ନିର୍ମଳ ଚକ୍ଷୁ ଯେ, ମନ୍ଦ ଦେଖି ପାର ତୁମ୍ଭେ କୁଟିଳାଚରଣ ପ୍ରତି ଦୃଷ୍ଟି କରି ପାର, (ଆପଣ ଦେଖନ୍ତୁ, ହବକ୍କୂକ ପରମେଶ୍ୱରଙ୍କ ମଙ୍ଗଳ ସିଦ୍ଧତାରେ ଆପଣା ବିଶ୍ୱାସକୁ ପୁନର୍ବାର ସ୍ଥାପିତ କରୁଅଛନ୍ତି ଆପଣ ଏକ ଦୁଷ୍ଟ ଈଶ୍ୱର ନୁହଁ ) ତେବେ ଯେଉଁମାନେ ବିଶ୍ଵାସଘାତକତା କରନ୍ତି, ସେମାନଙ୍କ ପ୍ରତି କାହିଁକି ଦୃଷ୍ଟିପାତ କରୁଅଛ? ଦୁଷ୍ଟ ଲୋକ ଆପଣା ଅପେକ୍ଷା ଧାର୍ମିକ ଲୋକକୁ ଗ୍ରାସ କଲା ବେଳେ କାହିଁକି ନୀରବ ହୋଇ ରହୁଅଛ?

ମୁଁ ପୂର୍ବପଦ ଯୋଗ କରିବାକୁ ଚାହେଁ। ତୁମ୍ଭେ କାହିଁକି ବାବିଲ ପ୍ରତି ଦୃଷ୍ଟିପାତ କରୁଅଛ? ସେହି ଦୁଷ୍ଟ ଲୋକ, ଦୁଷ୍ଟ ବାବିଲ ଯିହୂଦାର ଲୋକମାନଙ୍କୁ, ଯଦିଓ ସେମାନେ ଦୁଷ୍ଟ ଅଟନ୍ତି, ଗ୍ରାସ କଲା ବେଳେ ତୁମ୍ଭେ କାହିଁକି ନୀରବ ହୋଇ ରହୁଅଛ, ସେମାନେ ବାବିଲ ପରି ଦୁଷ୍ଟ ନୁହଁନ୍ତି? ଆପଣ ହବକ୍କୂକଙ୍କ ସମସ୍ୟାକୁ ଦେଖନ୍ତି କି? ଦୁଷ୍ଟ ଲୋକଙ୍କୁ ଦଣ୍ଡଦେବା ପାଇଁ ତୁମ୍ଭେ ଅତ୍ୟଧିକ ଦୁଷ୍ଟ ଲୋକଙ୍କୁ କାହିଁକି ବ୍ୟବହାର କରୁଅଛ? ସେହି କାରଣରୁ ହବକ୍କୂକଙ୍କୁ ପରମେଶ୍ୱରଙ୍କ ପ୍ରଥମ ଉତ୍ତର ଅଧିକ ଚକିତ କରିଥିଲା।

ତେଣୁ, : ପଦରୁ ଆଗକୁ ପରମେଶ୍ୱର ଉତ୍ତର ଦିଅନ୍ତି, ବିଶେଷ ରୂପରେ ପଦକୁ ଦେଖନ୍ତୁ, ପରମେଶ୍ୱର ହବକ୍କୂକଙ୍କୁ କହନ୍ତି, କାରଣ ଏହି ଦର୍ଶନ ଏବେ ହେଁ ନିରୂପିତ କାଳର ଅପେକ୍ଷା ପରିଣାମର ଆକାଂକ୍ଷା କରେ ତାହା ମିଥ୍ୟା ହେବ ନାହିଁ।

ଅନ୍ୟ ବାକ୍ୟରେ, ଆମ୍ଭେ କରିବାକୁ ଯାଉଅଛୁ ତାହା ଆମ୍ଭେ ତୁମ୍ଭକୁ କହିବାକୁ ଯାଉଅଛୁ। ଆମ୍ଭେ କରିବାକୁ ଯାଉଅଛୁ, ତାହା ଆମ୍ଭେ ତୁମ୍ଭକୁ ଏକ ଦର୍ଶନରେ କହିବାକୁ ଯାଉଅଛୁ। ଆଉ ସେହି ଦର୍ଶନ ସଫଳ ହେବ। ଆମ୍ଭେ ଯାହା କହୁଅଛୁ, ତାହା ନିଶ୍ଚୟ ଘଟିବ। (ଆପଣଙ୍କୁ ବାଇବଲ ପଦ୍ୟ ଭଲଲାଗେ ନାହିଁ କି? ବାସ୍ତବରେ ଆପଣଙ୍କୁ ଏହି ସବୁ ବିଷୟରେ ଧ୍ୟାନ କରିବାକୁ ହେବ!) ପରମେଶ୍ୱର କହନ୍ତି, ହେବାକୁ ଯାଉଅଛି ତାହା ଆମ୍ଭେ ତୁମ୍ଭକୁ କହିବା, ଏବଂ ତାହା ନିଶ୍ଚିୟ ହେବ। ଯଦି ଏହା ବିଳମ୍ବ ଜଣା ପଡ଼େ, ତେବେ ଅପେକ୍ଷା କରନ୍ତୁ! ଏହା ନିଶ୍ଚିତ ଭାବରେ ଘଟିବ। ଏହା ବିଳମ୍ବ ହେବ ନାହିଁ। ପରମେଶ୍ୱର କହୁଅଛନ୍ତି, ଆମ୍ଭେ ତୁମ୍ଭ ପ୍ରଶ୍ନର ଉତ୍ତର ଦେବା। ଆମ୍ଭେ ବାବିଲର ଲୋକମାନଙ୍କ ପ୍ରତି ଧ୍ୟାନ ଦେବା, କିନ୍ତୁ ଆମ୍ଭେ ଯେତେବେଳେ ପ୍ରସ୍ତୁତ ହେବା, ତେବେ ତାହା ଘଟାଇବା। ପରମେଶ୍ୱର ଆମ୍ଭମାନଙ୍କ ସମୟ ସୀମାରେ କାର୍ଯ୍ୟ କରନ୍ତି ନାହିଁ। ଯେତେବେଳେ ଆମ୍ଭେମାନେ ଦୁଷ୍ଟତା ଅଧାର୍ମିକତାକୁ ଦେଖୁ; ଯେତେବେଳେ ଆମ୍ଭେମାନେ ଅନ୍ୟାୟକୁ ଦେଖୁ, ଆମ୍ଭେମାନେ ବିଚାର କରିବାରେ ତତ୍ପର ହୋଇଥାଉ କହିଥାଉ ଯେ ପରମେଶ୍ୱର ଆପଣଙ୍କୁ କିଛି କରିବାକୁ ହେବ! ଆପଣଙ୍କୁ ଏପରି କରିବାକୁ ହେବ! ଓହୋ, ଆପଣଙ୍କୁ ତାହା କାଲି କରିବାର ଥିଲା! ଆମ୍ଭେମାନେ ଏହିପ୍ରକାରେ ଚିନ୍ତା କରିଥାଉ।

କିନ୍ତୁ, ପରମେଶ୍ୱର କହନ୍ତି, ହବକ୍କୂକ, ଆମ୍ଭେ ଏହି ସମସ୍ୟାର ସମାଧାନ କରିବାକୁ ଯାଉଅଛୁ, କିନ୍ତୁ ଆମ୍ଭେ ପ୍ରସ୍ତୁତ ହେବା ପରେ, ଆମ୍ଭେ  ତାହା କରିବା, ତୁମ୍ଭର କାର୍ଯ୍ୟ ଧୈର୍ଯ୍ୟ ଧରିବା ଆମ୍ଭେ ଯାହା କରିବାକୁ ଯାଉଅଛୁ, ତାହା ନିମନ୍ତେ ଅପେକ୍ଷା କରିବା।

ପୁଣି : ପଦର ଆଗକୁ ପାଞ୍ଚୋଟି ସନ୍ତାପ ବାକ୍ୟର ଶ୍ରେଣୀ ରହିଅଛି, ଯେଉଁଠାରେ ପରମେଶ୍ୱର ଏହା ସ୍ପଷ୍ଟ କରନ୍ତି ଯେ, ଯିହୂଦାକୁ ସେମାନଙ୍କ ପାପ ନିମନ୍ତେ ଦଣ୍ଡ ଦେବାପାଇଁ ବାବିଲକୁ ଥରେ ବ୍ୟବହାର କରିବା ପରେ ପରମେଶ୍ୱର ବାବିଲକୁ ସେମାନଙ୍କ ପାପ ହେତୁ ବିନଷ୍ଟ କରିବେ। ପରମେଶ୍ୱର ବାସ୍ତବରେ ଜଣେ ଧାର୍ମିକ ନ୍ୟାୟୀ ପରମେଶ୍ୱର ଯେ ସେ ନିଶ୍ଚୟ ଧାର୍ମିକ ଲୋକଙ୍କୁ ପୁରସ୍କାର ଦୁଷ୍ଟକୁ ଦଣ୍ଡ ଦେବେ...ଅର୍ଥାତ୍ ସେ ଯେତେବେଳେ ତାହା କରିବା ପାଇଁ ପ୍ରସ୍ତୁତ ହେବେ।

ପୁଣି ଥରେ, ହବକ୍କୂକଙ୍କୁ କୁହାଯାଇ ନାହିଁ ଯେ ତାହା କେବେ ଘଟିବାକୁ ଯାଉଅଛି। ପୁଣିଥରେ ଇତିହାସରୁ ଆମ୍ଭେମାନେ ଜାଣୁ ଯେ ତାହା ଖ୍ରୀଷ୍ଟ ପୂର୍ବ ୫୩୯ ରେ ଘଟିଥିଲା, ଅର୍ଥାତ୍ ବାବିଲ ଦ୍ୱାରା ଦକ୍ଷିଣ ରାଜ୍ୟ ଯିହୂଦାକୁ ନଷ୍ଟ କରିବାର ୪୭ ବର୍ଷପରେ, ସେମାନଙ୍କୁ ଅଧିକାର କରି ଏକ ଜାତି ରୂପରେ ବିନଷ୍ଟ କରାଯାଇଥିଲା। ସେହି ଦିନ ବିଷୟରେ ରୂଚିକର ବିଷୟ ଏହା ଯେ ସମ୍ଭବତଃ ହବକ୍କୂକ ତାହା କେବେ ଜାଣି ଥିଲେ। ସମ୍ଭବତଃ, ହବକ୍କୂକ, ବାବିଲ ସମ୍ରାଜ୍ୟ ଆପଣା ପାପ ସକାଶୁ ଦଣ୍ଡ ଭୋଗିବା ପୂର୍ବରୁ ମୃତ୍ୟୁଭୋଗ କରିଥିଲେ। ତଥାପି, ସେ ଏହା ବିଶ୍ୱାସ କରିବାକୁ ଆହୁତ ହୋଇଥିଲେ ଯେ ପରମେଶ୍ୱର ସେମାନଙ୍କୁ ସେମାନଙ୍କ ପାପ ସକାଶୁ ଦଣ୍ଡ ଦେବେ।

. ମୁଖ୍ୟ ପ୍ରଶ୍ନ

ଏହି ସମସ୍ତ ବିଷୟ ହବକ୍କୂକଙ୍କ ପୁସ୍ତକର ମୁଖ୍ୟପ୍ରଶ୍ନ ନିମନ୍ତେ ଏକ ପ୍ରକାରର ଧର୍ମତତ୍ତ୍ୱ ଐତିହାସିକ ପୃଷ୍ଠଭୂମି ଅଟେ। ହବକ୍କୂକଙ୍କ ପୁସ୍ତକର ମୁଖ୍ୟ ପ୍ରଶ୍ନ ଏହା ଯେ ଏହି ସମୟ-ଦ୍ୱୟ ମଧ୍ୟରେ ଆପଣ କିପରି ଜୀବନଯାପନ କରନ୍ତି? ଏହି ସମୟ ମଧ୍ୟରେ ଆପଣ କିପରି ଜୀବନ ବ୍ୟତିତ କରନ୍ତି?

ଗୋଟିଏ ପାର୍ଶ୍ୱରେ, ଏହିପରି କେତୋଟି ବିଷୟ ଅଛି, ଯାହା ଆମ୍ଭେମାନେ ଜାଣୁ। ଆମ୍ଭେମାନେ ଜାଣୁ ଯେ ପରମେଶ୍ୱର ଧାର୍ମିକ ଅଟନ୍ତି।

(ଟର୍ଣ୍ଡ ଟେପ୍)

କିନ୍ତୁ ଅନ୍ୟ ପାର୍ଶ୍ୱରେ, ଆମ୍ଭେମାନେ ଅନୁଭବକୁ ଦେଖୁ ଆମ୍ଭେମାନେ ଦେଖୁ ଯେ ଧାର୍ମିକମାନେ ଏପର୍ଯ୍ୟନ୍ତ ପୁରସ୍କୃତ ହୋଇ ନାହାନ୍ତି... ବା ପୂର୍ଣ୍ଣ ରୂପରେ ପୁରସ୍କୃତ ହୋଇ ନାହାନ୍ତି।  ଏବଂ ଆମ୍ଭେମାନେ ଜାଣୁ ଯେ ଦୁଷ୍ଟମାନେ ମଧ୍ୟ ଦଣ୍ଡ ପାଇ ନାହାନ୍ତି, ବା ଏପର୍ଯ୍ୟନ୍ତ ପୂର୍ଣ୍ଣ ରୂପରେ ଦଣ୍ଡ ପାଇ ନାହାନ୍ତି। ଏହିପରି, ତାହା ସେହି ଦୁଇଟି ପାର୍ଶ୍ୱ ଅଟେ। ତାହା ସେହି ପ୍ରତିଜ୍ଞା ପୂର୍ଣ୍ଣତା ଥିଲା। ପରମେଶ୍ୱରଙ୍କ ବିଷୟରେ ଏପରି କେତୋଟି ନିର୍ଦ୍ଧିଷ୍ଟ ବିଷୟ ଅଛି, ଆଉ ଆମ୍ଭେମାନେ ଜାଣୁ ଯେ ତାହା ସତ୍ୟ ଅଟେ: ସେ ଜଣେ ଧାର୍ମିକ ନ୍ୟାୟୀ ପରମେଶ୍ୱର ଅଟନ୍ତି। ଏବଂ ତଥାପି ଆମ୍ଭମାନଙ୍କ ଅନୁଭୁତିରୁ ଧାର୍ମିକ ଲୋକ ପୁରସ୍କୃତ ହେବା ଆମ୍ଭେମାନେ ସବୁବେଳେ ଦେଖି ନାହୁଁ। ଆମ୍ଭେମାନେ ଦୁଷ୍ଟଲୋକ ଦଣ୍ଡିତ ହେବା ସବୁବେଳେ ଦେଖି ନାହୁଁ। ଅତଏବ ପ୍ରଶ୍ନ ଏହା ଯେ...ଏହି ପରି ସମୟରେ ଆମ୍ଭେମାନେ କିପରି ଜୀବନ ବ୍ୟତିତ କରୁ? ଏହି ସମୟ-ଦ୍ୱୟ ମଧ୍ୟରେ, ଅର୍ଥାତ୍ ପରମେଶ୍ୱର ଯାହା କରିବାକୁ କହିଅଛନ୍ତି ବାସ୍ତବରେ ଯେତେବେଳେ ସେ ତାହା କରନ୍ତି, ଆମ୍ଭେମାନେ କିପରି ଜୀବନଯାପନ କରୁ?

ଏହା ସ୍ପଷ୍ଟ ଅଟେ କି? ଏହାକୁ କିପରି ସ୍ପଷ୍ଟ କର ଯାଇପାରେ ସେଥିପାଇଁ ଚେଷ୍ଟା କରିବାରେ ମୁଁ ସଙ୍ଘର୍ଷ କରିଅଛି। ଯେତେବେଳେ ଆପଣ ଆଜି ଗୃହକୁ ଯିବେ, ଦୟକରି ପରସ୍ପର ବାର୍ତ୍ତାଳାପ କରନ୍ତୁ; ଆପଣା ସନ୍ତାନମାନଙ୍କୁ କହନ୍ତୁ; ଏହି ପ୍ରତିଜ୍ଞା ତାହାର ପୂର୍ଣ୍ଣ ହେବା ବିଷୟ ଯେପରି ବୁଝି ପାରନ୍ତି, ତାହା ସୁନିଶ୍ଚିତ କରନ୍ତୁ। ପରମେଶ୍ୱରଙ୍କ ସ୍ୱଭାବ ପରମେଶ୍ୱରଙ୍କ ପ୍ରତିଜ୍ଞା ତାହାର ପୂର୍ଣ୍ଣ ହେବା ପୁଣି ତାହା ମଧ୍ୟରେ ଆମ୍ଭେମାନେ କିପରି ଜୀବନଯାପନ କରିବା ଉଚିତ୍ ତାହା ବୁଝିବାକୁ ସାହାଯ୍ୟ କରନ୍ତୁ। ଦୟାକରି ସୁନିଶ୍ଚିତ କରନ୍ତୁ ଯେ ଆପଣ ତାହା ବୁଝନ୍ତି

ଉଦାହରଣ ସ୍ୱରୂପ: ଏଥିମଧ୍ୟରେ ଆପଣ କିପରି ଜୀବନ ବ୍ୟତିତ କରନ୍ତି, ଯେତେବେଳେ ଆପଣ ସ୍କୁଲ ଯାଆନ୍ତି ଏହା ସେହି ଅନୈତିକ ଛାତ୍ର ଅଟେ ଯାହାଙ୍କ ଉପରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ ହୁଏ ସରଳ ଛାତ୍ର ପ୍ରତି କେହି ଧ୍ୟାନ ଦିଅନ୍ତି ନାହିଁ। ତାହା ହିଁ ଏହି ସମୟ ମଧ୍ୟରେ ଜୀବନ ବ୍ୟତିତ କରିବା ଅଟେ। ଏହା ହିଁ ସେହି ସମୟ-ଦ୍ୱୟ ମଧ୍ୟରେ ଜୀବନଯାପନ କରିବା। ଆପଣ ସୋମବାର ଦିନ ଆପଣା କାର୍ଯ୍ୟସ୍ଥଳକୁ ଯାଆନ୍ତି ସମ୍ଭବତଃ ସେହି ଅନୈତିକ ବ୍ୟକ୍ତି ଆପଣା କାର୍ଯ୍ୟରେ ପଦୋନ୍ନତି ପ୍ରାପ୍ତ କରିବାକୁ ଯାଉଅଛି, କଠିନ ପରିଶ୍ରମୀ, ନୈତିକ ଜୀବନ ବ୍ୟତିତ କରୁଥିବା ବ୍ୟକ୍ତି ସେହି ସମାନ ସ୍ତରରେ ରହିଥାଏ। ଆମ୍ଭେମାନେ ପୂର୍ବରୁ ଏହି ଗୀତ ଗାଇଲେ, ଯେ ଆମ୍ଭେମାନେ କ୍ଷତ ଅଟୁ, ତୁମ୍ଭେ ସୁସ୍ଥକାରୀ ଅଟ। ଏହା ଏକ ପାର୍ଶ୍ୱରେ ଅଟେ ତଥାପି, ଯେତେବେଳେ ଆମ୍ଭେମାନେ ଜୀବନକୁ ଦେଖୁ, ଆମ୍ଭେମାନେ କିଶୋର କନ୍ୟାଗଣଙ୍କୁ ଦେଖୁ ଯେଉଁମାନେ ପ୍ରତିଦିନ ଯନ୍ତ୍ରଣାରେ ସଙ୍ଘର୍ଷ କରନ୍ତି। ଆମ୍ଭେମାନେ ଏହିପରି ଲୋକମାନଙ୍କୁ ଦେଖୁ ଯାହାଙ୍କ ରକ୍ତ ତଳିପାଦ ପର୍ଯ୍ୟନ୍ତ ପ୍ରବାହିତ ହୁଏ ନାହିଁ ତାହାକୁ ଛେଦନ କରିବାକୁ ପଡ଼େ। ଆଉ ଆମ୍ଭମାନଙ୍କୁ ଏହି ସମୟ ମଧ୍ୟରେ ଜୀବନ ବ୍ୟତିତ କରିବାକୁ ହୋଇଥାଏ। ଆପଣ କିପରି ଏକ ପରମେଶ୍ୱର ହୋଇପାରନ୍ତି, ଯିଏ ଉତ୍ତମ, ଶକ୍ତିଶାଳୀ, ଧାର୍ମିକ ନ୍ୟାୟୀ ଅଟନ୍ତି, ତଥାପି ଆମ୍ଭେମାନେ ପ୍ରତିଦିନ ଏହିପରି ବିଷୟ ଅନୁଭବ କରିଥାଉ? ଏହି ପରି ପରିସ୍ଥିତି ମଧ୍ୟରେ ଆମ୍ଭେମାନେ କିପରି ଜୀବନଯାପନ କରିଥାଉ? ଏହି ବିଡ଼ମ୍ବନା ମଧ୍ୟରେ ଆମ୍ଭେମାନେ କିପରି ଜୀବନଯାପନ କରିଥାଉ?

ତାହା ହିଁ ହବକ୍କୂକଙ୍କ ପୁସ୍ତକର ମୁଖ୍ୟ ପ୍ରଶ୍ନ ଅଟେ। ଏବଂ ସମ୍ଭବତଃ ସେହି କାରଣରୁ ପୁସ୍ତକକୁ ଚିହ୍ନିତ ନିୟମିତ ଅଧ୍ୟୟନ କରାଯିବା ଉଚିତ୍।

. ସମାପନ

. ପୁସ୍ତକର ମୁଖ୍ୟ ଉତ୍ତର

ହବକ୍କୂକ : ପଦରେ ଉତ୍ତର ଦିଆଯାଇଅଛି। ହୁଏତ ଏହା ସମଗ୍ର ପୁରାତନ ନିୟମରେ ପ୍ରଥମ ଦଶଟି ପଦମାନଙ୍କ ମଧ୍ୟରୁ ଗୋଟିଏ ଅଟେ। ନୂତନ ନିୟମର ମୁଖ୍ୟ ପଦମାନଙ୍କ ମଧ୍ୟରୁ ଗୋଟିଏ, ଯାହା ତିନିଥର ଉଦ୍ଧୃତ ହୋଇଅଛି, ଆପଣା ଧର୍ମତତ୍ତ୍ୱର ଏକ ମୁଖ୍ୟ ଯୁକ୍ତି ରୂପରେ ପାଉଲଙ୍କ ଦ୍ୱାରା ଦୁଇଥର ଉଦ୍ଧୃତ ହୋଇଅଛି। ଏହା ପୁରାତନ ନିୟମର ସେହି କଠିନ ପଦମାନଙ୍କ ମଧ୍ୟରୁ ଗୋଟିଏ ଅଟେ।

ପରମେଶ୍ୱର ହବକ୍କୂକଙ୍କୁ କହନ୍ତି, ଦେଖ, ତାହାର ପ୍ରାଣ (ଅର୍ଥାତ- ବାବିଲର ଲୋକମାନଙ୍କ ପ୍ରାଣ) ଗର୍ବରେ ଫୁଲିଅଛି, ତାହା ସରଳ ନୁହେଁ; ମାତ୍ର ଧାର୍ମିକ ଲୋକ ଆପଣା ବିଶ୍ଵାସ ଦ୍ଵାରା ବଞ୍ଚିବ।

ଏକ ଧାର୍ମିକତାର ଜୀବନ, ପରମେଶ୍ୱରଙ୍କ ସହିତ ଶାନ୍ତିରେ ଥିବା ବ୍ୟକ୍ତିଙ୍କ ଜୀବନକୁ ବିଶ୍ୱାସ ଦ୍ୱାରା ଚିତ୍ରିତ... ସିକ୍ତ କରାଯାଇଅଛି। ଆଉ ଏହା ଆମ୍ଭମାନଙ୍କ ବିଶ୍ୱାସ ହିଁ ଆମ୍ଭମାନଙ୍କୁ ଏହି ବିଡ଼ମ୍ବନା ମଧ୍ୟରେ, ଅର୍ଥାତ୍ ଆମ୍ଭେମାନେ ପରମେଶ୍ୱରଙ୍କ ବିଷୟରେ ଯାହା ବିଶ୍ୱାସ କରୁ ଜାଣୁ ଏବଂ ଯାହା ଆମ୍ଭେମାନେ ପ୍ରତିଦିନ ଘଟୁଥିବା ଦେଖୁ, ଜୀବନଯାପନ କରିବାକୁ ସକ୍ଷମ କରିଥାଏ। ଆସନ୍ତୁ, ଆମ୍ଭେମାନେ ବିଶ୍ୱାସ ବିଷୟରେ କିଛି କ୍ଷଣ ଆଲୋଚନା କରିବା।

ମୋ ମତରେ ଆମ୍ଭେମାନେ, ସାମାନ୍ୟ ରୂପରେ, ଅନେକ ସମୟରେ ବିଶ୍ୱାସ ବିଷୟରେ ଯୀଶୁ ଖ୍ରୀଷ୍ଟଙ୍କ ଜଣେ ଶିଷ୍ୟ ହେବା ସମ୍ବନ୍ଧରେ ଆଲୋଚନା କରିଥାଉ। ଯେତେବେଳେ  ଆମ୍ଭେମାନେ ବିଶ୍ୱାସ ବିଷୟରେ ଆଲୋଚନା କରିଥାଉ, ଅଧିକାଂଶ ସମୟ ଆମ୍ଭେମାନେ କିପରି ପରମେଶ୍ୱର ସହିତ ଶାନ୍ତି ସ୍ଥାପନ କରିପାରିବା, ସେହି ବିଷୟରେ ଆଲୋଚନା କରିଥାଉ।

ଉତ୍ତମ, ଆମ୍ଭେମାନେ ବିଶ୍ୱାସ କରୁ ଯେ ଆପଣ କର୍ମ ଦ୍ୱାରା ପରମେଶ୍ୱରଙ୍କ ସହିତ ଶାନ୍ତି ସ୍ଥାପନ କରି ପାରିବେ ନାହିଁ। ଆମ୍ଭେମାନେ ବିଶ୍ୱାସ କରୁ ନାହିଁ ଯେ କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟ କରିବା ଦ୍ୱାରା ଆମ୍ଭେମାନେ ପରମେଶ୍ୱରଙ୍କ ସହିତ ଶାନ୍ତି ସ୍ଥାପନ କରିପାରିବା। ଆମ ହସ୍ତରେ ଥିବା ବସ୍ତୁକୁ ନେଇ ଆମ୍ଭେମାନେ କ୍ରୁଶର ଚରଣକୁ ଆସି ଥାଉ। ଅର୍ଥାତ୍, ଦେଖ ମୁଁ କେତେ ଭଲ ଅଟେ, ମୁଁ ଆପଣା ପ୍ରତିବାସୀଠାରୁ ଅଧିକ ଭଲ ଅଟେ। ମୁଁ ଛୋଟ ଥିବା ବେଳେ ୧୦ ଟଙ୍କା ଦେଇଥିଲି।

ଆମ ହସ୍ତରେ ଥିବା ବସ୍ତୁକୁ ନେଇ ଆମ୍ଭେମାନେ କ୍ରୁଶର ଚରଣକୁ ଆସି ଥାଉ। ସେଗୁଡିକ କର୍ମ ଅଟେ ସେହି ସବୁ ଅସଫଳ ହେବ, କାରଣ ଆମ୍ଭମାନଙ୍କ ପ୍ରାଣ ବଦଳରେ ଆମ୍ଭେମାନେ କୌଣସି ବସ୍ତୁ ଦେଇ ପାରିବା ନାହିଁ।

ତେଣୁ, ଆମ୍ଭେମାନେ କ୍ରୁଶ ନିକଟକୁ ଆସିବା, ଖ୍ରୀଷ୍ଟଙ୍କ ନିକଟକୁ ଆସିବା, ବିଶ୍ୱାସ କରିବା ବିଷୟରେ ଆଲୋଚନା କରିଥାଉ...ତାହା ପରମେଶ୍ୱରଙ୍କ ଅନୁଗ୍ରହକୁ ଅର୍ଜନ କରିବା ଦ୍ୱାରା ନୁହେଁ, କାରଣ ତୁମ୍ଭେମାନେ ପାରିବ ନାହିଁ...କିନ୍ତୁ ଆମ୍ଭେମାନେ ଯେ ପାପୀ ଅଟୁ, ଆପଣା ପାପରୁ ଫେରିବା ପାଇଁ ଆହ୍ୱାନ ପ୍ରାପ୍ତ ହୋଇଅଛୁ, ପରମେଶ୍ୱରଙ୍କଠାରୁ ପୃଥକ ଅଟୁ, କେବଳ ଏହା ବିଶ୍ୱାସ କରିବା ଯେ ଯୀଶୁଖ୍ରୀଷ୍ଟ କ୍ରୁଶ ଉପରେ ଯାହା କରିଅଛନ୍ତି, ତାହା ଆମ୍ଭମାନଙ୍କ ପାପର ଦଣ୍ଡର ମୂଲ୍ୟ ଦେବା ପାଇଁ ପର୍ଯ୍ୟାପ୍ତ ଅଟେ ବୋଲି ବିଶ୍ୱାସ କରିବା ଦ୍ୱାରା ତାହା କରି ପାରିବା।

ଆମ୍ଭେମାନେ, ସାଧାରଣତଃ, ସେହି ପୃଷ୍ଠଭୂମି ବିଶ୍ୱାସ ବିଷୟରେ ଚିନ୍ତା କରିଥାଉ; ଆମ୍ଭେମାନେ ତାହା ହିଁ ଚିନ୍ତା କରିଥାଉ। ବାସ୍ତବରେ, ପାଉଲ ନିମ୍ନ ପଦରେ ଏହି ବିଷୟକୁ ଉଲ୍ଲେଖ କରନ୍ତି। ଯେତେବେଳେ ସେ ହବକ୍କୂକ : ପଦକୁ ରୋମୀୟ :୧୭ ଗାଲାତୀୟ :୧୧ ରେ ଉଲ୍ଲେଖ କରନ୍ତି, ସେ ଏହି ମୁଖ୍ୟ ବିନ୍ଦୁକୁ ପ୍ରକାଶ କରିବାକୁ ଚେଷ୍ଟା କରନ୍ତି; ଯେ ଆମ୍ଭେମାନେ କର୍ମ କରିବା ହେତୁ ନୁହେଁ, ମାତ୍ର ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ସହିତ ଶାନ୍ତି ସ୍ଥାପନ କରି ଥାଉ। କ୍ରୁଶ ଉପରେ ଯାହା ହୋଇଅଛି, ତାହା ବିଶ୍ୱାସ କରିବା କାରଣରୁ ହୋଇଅଛି।

କିନ୍ତୁ ହବକ୍କୂକଙ୍କ ପ୍ରତି ପରମେଶ୍ୱରଙ୍କ ଉତ୍ତର ତାହାଠାରୁ ଅଧିକ ଅଟେ। ଆପଣ ପ୍ରତ୍ୟେକ ବାଇବଲରେ ବିଶ୍ୱାସ ଶବ୍ଦ ପାଇଁ ଥିବା ପାଦଟୀକାକୁ ଦେଖି ପାରିବେ ସେହି ପାଦଟୀକାରେ ବିଶ୍ୱାସଯୋଗ୍ୟତା ଶବ୍ଦକୁ ଦେଖିପାରିବେ। ଏବ୍ରୀ ଭାଷାରେ ଏହି ଦୁଇଟି ଅର୍ଥକୁ ବୁଝାଏ। ଧାର୍ମିକ ଲୋକ ଆପଣା ବିଶ୍ୱାସଯୋଗ୍ୟତା ଦ୍ୱାରା ବଞ୍ଚିବ। ବର୍ତ୍ତମାନ, ତାହାର ଅର୍ଥ ଅଟେ?

ଏହାର ଅର୍ଥ, ହଁ, ଆମ୍ଭେମାନେ ନିଶ୍ଚୟ ବିଶ୍ୱାସ ଦ୍ୱାରା ଯୀଶୁଖ୍ରୀଷ୍ଟଙ୍କ ଜଣେ ଶିଷ୍ୟ ହୋଇଥାଉ। ସେହି ପ୍ରକାରେ ତାହାଙ୍କ ସହିତ ଆମ ସମ୍ପର୍କ ଆରମ୍ଭ ହୁଏ। ବିଶ୍ୱାସ କରିବା ଦ୍ୱାରା, ବିଶ୍ୱାସ ହେବା ଦ୍ୱାରା ଯେ ସେ ଆପଣା ବିଷୟରେ ଯାହା କହନ୍ତି ସେ ସେହି ବ୍ୟକ୍ତି ଅଟନ୍ତି ସେ ଯାହା କରିବାକୁ କହନ୍ତି, ସେ ତାହା କରିବେ, କିନ୍ତୁ ତଥାପି ଆମ୍ଭେମାନେ ପ୍ରତ୍ୟେକ ଦିନ ତାହାଙ୍କ ପ୍ରତି ବିଶ୍ୱାସଯୋଗ୍ୟତାର ସହିତ ଜୀବନଯାପନ କରିଥାଉ। ଆପଣ ପାର୍ଥକ୍ୟକୁ ଦେଖି ପାରନ୍ତି କି?

ଆମ୍ଭେମାନେ ବିଶ୍ୱାସ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ଜଣେ ଶିଷ୍ୟ ହେବା ଆରମ୍ଭ କରୁ। ଆମ୍ଭେମାନେ ତାହାଙ୍କ ବିଷୟରେ କେତୋଟି ବିଷୟ ବିଶ୍ୱାସ କରୁ। କିନ୍ତୁ ସେହି ବିଶ୍ୱାସ ଆମ୍ଭମାନଙ୍କ ଜୀବନରେ ଏହିପରି ସିକ୍ତ ହୋଇଥାଏ ଯେ ଯେତେବେଳେ ଆମ୍ଭେମାନେ ସମସ୍ୟାଗୁଡ଼ିକୁ ଏହି ଜୀବନର ଅପରିଚ୍ଛନ୍ନ ବିଷୟକୁ ଦେଖୁ ହୁଏତ ଆମ୍ଭେମାନେ ତାହା ବୁଝି ପାରୁ, ତଥାପି ଆମ୍ଭେମାନେ ପ୍ରତିଦିନ ପରମେଶ୍ୱରଙ୍କ ପ୍ରତି ବିଶ୍ୱାସଯୋଗ୍ୟତାର ସହିତ ଜୀବନ ବ୍ୟତିତ କରିଥାଉ। ଆମ୍ଭେମାନେ ସମସ୍ୟାଗୁଡ଼ିକୁ ଦେଖିବା ବେଳେ କହିଥାଉ, ମୁଁ ଏହି ସବୁ ବୁଝି ପାରୁନାହିଁ, କିନ୍ତୁ ମୁଁ ଏହା ଜାଣି ଜୀବନବ୍ୟତିତ କରିବି ଯେ ଆପଣ ଧାର୍ମିକ ଅଟନ୍ତି, ଆପଣ ନ୍ୟାୟବାନ ଅଟନ୍ତି, ଆପଣ ନିଷ୍ଠାବାନ ଅଟନ୍ତି, ଆପଣ ଉତ୍ତମ ଅଟନ୍ତି, ଆପଣ ଶକ୍ତିମାନ ଅଟନ୍ତି। ଏବଂ ପ୍ରତ୍ୟେକ ଦିନ ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ଆପଣା ବିଶ୍ୱାସକୁ ଦୃଢ଼ କରୁ; ଏବଂ ଆମ୍ଭେମାନେ ତାହାଙ୍କ ପ୍ରତି ବିଶ୍ୱାସଯୋଗ୍ୟ ରହୁ।

ହବକ୍କୂକ : ପଦକୁ ଉଦ୍ଧୃତ କରାଯାଇଥିବା ଅନ୍ୟ ଏକ ସ୍ଥାନ ଏବ୍ରୀ ୧୦ ପର୍ବ ଅଟେ। ଲେଖକ ଏବ୍ରୀ ୧୦ ପର୍ବରେ ଠିକ୍ ଏହି ବିନ୍ଦୁକୁ ଉଲ୍ଲେଖ କରୁଅଛନ୍ତି। ସମ୍ପୂର୍ଣ୍ଣ ଏବ୍ରୀ ପୁସ୍ତକ ଧର୍ମତ୍ୟାଗ ବିଷୟରେ କେନ୍ଦ୍ରିତ ଅଟେ। ଏହା ତାଡ଼ନା ଯୋଗୁଁ ଲୋକମାନେ ଆପଣା ଖ୍ରୀଷ୍ଟିୟ ବିଶ୍ୱାସକୁ ତ୍ୟାଗ କରିବା ସମ୍ପର୍କରେ କେନ୍ଦ୍ରିତ ଅଟେ। ଏବ୍ରୀ ପୁସ୍ତକରେ ଅତିଉତ୍ତମ ଧର୍ମତତ୍ତ୍ୱ ଶିକ୍ଷା ଥିବା ବେଳେ, ଯେଉଁ ବ୍ୟବହାରିକ ବିନ୍ଦୁକୁ ଜୋର ଦିଆଯାଇଅଛି, ତାହା ଏହା ଯେ ଆପଣଙ୍କୁ ଆପଣା ବିଶ୍ୱାସରେ ଦୃଢ଼ ରହିବା ଆବଶ୍ୟକ। ଆପଣଙ୍କୁ କ୍ଳେଶ ସହ୍ୟ କରିବା ଆବଶ୍ୟକ। ଆପଣଙ୍କୁ ଏକ ବିଶ୍ୱାସଯୋଗ୍ୟ ଜୀବନ ବ୍ୟତିତ କରିବା ଆବଶ୍ୟକ। ୧୦:୩୮ ପଦରେ ସେହି ବାକ୍ୟ ଉଦ୍ଧରଣ କରାଯାଇଅଛି, କିନ୍ତୁ ଏହାର ପୃଷ୍ଠଭୂମି ୩୬ ପଦରୁ ଆରମ୍ଭ ହୁଏ।

ଯେଣୁ ତୁମ୍ଭେମାନେ ଯେପରି ଈଶ୍ଵରଙ୍କ ଇଚ୍ଛା ସାଧନ କରି ପ୍ରତିଜ୍ଞାର ଫଳ ପ୍ରାପ୍ତ ହୋଇ ପାର, ଏଥିନିମନ୍ତେ ତୁମ୍ଭମାନଙ୍କର ଧୈର୍ଯ୍ୟଶୀଳ ହେବା ପ୍ରୟୋଜନ। ସେ ହବକ୍କୂକ : ପଦକୁ ଉଦ୍ଧୃତ କରନ୍ତି ୩୯ ପଦରେ କହନ୍ତି, ମାତ୍ର ଯେଉଁମାନେ ବିନାଶ ନିମନ୍ତେ ପଶ୍ଚାତ୍ପଦ ହୁଅନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ନୋହୁଁ, କିନ୍ତୁ ଯେଉଁମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ଵାସ କରନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ଅଟୁ।

ଏବ୍ରୀ ପୁସ୍ତକର ଲେଖକ ବୁଝିପାରନ୍ତି ଯେ, ପାଉଲ ମଧ୍ୟ ତାହା କରିଥିଲେ, ହବକ୍କୂକ : ପଦରେ ବିଶ୍ୱାସର ଆରମ୍ଭିକ ବିଷୟଠାରୁ କିଛି ଅଧିକ ରହିଅଛି। କିନ୍ତୁ ବିଶ୍ୱାସର ସେହି ଆରମ୍ଭିକ ବିଷୟ ଆମ୍ଭମାନଙ୍କ ଜୀବନରେ ଏପରି ସିକ୍ତ ହେବାର ଅଛି ଯେ ଏହା ପ୍ରତିଦିନ ଆମ୍ଭମାନଙ୍କୁ ଧୈର୍ଯ୍ୟ ଧରିବାକୁ; ଲାଗି ରହିବାକୁ; ନିରନ୍ତର ପରମେଶ୍ୱରଙ୍କଠାରେ ବିଶ୍ୱାସ କରିବାକୁ; ବିଶ୍ୱାସକୁ ଦୃଢ଼ତାର ସହିତ ଧରି ରଖିବାକୁ ତ୍ୟାଗ କରିବାକୁ ଆହ୍ୱାନ କରେ। ଧାର୍ମିକ ଲୋକ ବିଶ୍ୱାସରେ ବଞ୍ଚିବ। ଧାର୍ମିକ ଲୋକ ବିଶ୍ୱାସଯୋଗ୍ୟତା ଦ୍ୱାରା ବଞ୍ଚିବ। ଆପଣ ପାର୍ଥକ୍ୟକୁ ବୁଝି ପାରନ୍ତି କି? ଏହା ସେହି ବିଷୟମାନଙ୍କ ମଧ୍ୟରୁ ଗୋଟିଏ ଅଟେ, ସମ୍ଭବତଃ ଯାହା ଉପରେ ଆପଣଙ୍କୁ କିଛି ସମୟ ସୁକ୍ଷ୍ମରୂପରେ ଚିନ୍ତା କରିବାକୁ ହେବ।

ତାପରେ ହବକ୍କୁକଙ୍କ ଉତ୍ତର ପର୍ବରେ ଦେଖୁ, ଏବଂ ସେ ଏହା ମଧ୍ୟ ଦେଇ ଯାଆନ୍ତି ଏବଂ ସେଠାରେ ଯାତ୍ରା ଯାତ୍ରା ସମୟରେ ପରମେଶ୍ୱରଙ୍କ ଉଦ୍ଧାର କରିବା କାର୍ଯ୍ୟ ବିଷୟରେ ଏକ ଆଲୋଚନା ହେବା ଦେଖୁ ଏବଂ ତାପରେ ଯେତେବେଳେ ତୁମେ ହବକ୍କୁକ୍ :୧୬ ପଦର ଦ୍ୱିତୀୟାର୍ଦ୍ଧରେ ପହଞ୍ଚିବ, ତୁମେ ବିଶ୍ୱାସର ସ୍ପଷ୍ଟ ବାକ୍ୟ ଦେଖିବ ଯେ ମୁଁ ସର୍ବଦା ପରମେଶ୍ୱରଙ୍କଠାରେ ବିଶ୍ୱାସ କରିବି, ମୁଁ ଦେଖେ ସେଥିରେ କିଛି ଫରକ ନାହିଁମୁଁ ବିଶ୍ୱସ୍ତ ରହିବି। ଏବଂ ହବକ୍କୁକ୍ କୁହନ୍ତି, ତହିଁରେ ଯେଉଁମାନେ ସୈନଦଳ ଘେନି ତାହାକୁ ଆକ୍ରମଣ କରିବାକୁ ଆସିବେ, ସେହି ଲୋକମାନଙ୍କ ବିରୁଦ୍ଧରେ ଯେତେବେଳେ ଦିନ ଆସିବ (ସେହି ଶବ୍ଦ ଯାହାକୁ ଆମ୍ଭେମାନେ : ପଦରେ ଦେଖିଲୁ) ସେତେବେଳେ ସେହି ସଙ୍କଟ ଦିନରେ ମୋତେ ବିଶ୍ରାମ କରିବାକୁ ହେବ। ଯିହୁଦା ଉପରେ ଆକ୍ରମଣ କରିବାକୁ ଯାଉଥିବା ବାବିଲୀୟମାନଙ୍କ ଉପରେ ଆସିବ।

ସମ୍ଭବତଃ ଏହି କାରଣରୁ ପରମେଶ୍ୱର ହବକ୍କୂକଙ୍କୁ ଉତ୍ତର ଦେଲେ। କାରଣ ସମଗ୍ର ପୁସ୍ତକରେ ହବକ୍କୂକ ଜଣେ ବିଶ୍ୱାସର ବ୍ୟକ୍ତି ଅଟନ୍ତି, ଯିଏ ପରମେଶ୍ୱରଙ୍କ ବିଷୟରେ ଯଥାର୍ଥ ପ୍ରଶ୍ନ କରନ୍ତି ସେ ବୁଝିବାକୁ ଚେଷ୍ଟା କରନ୍ତି, କାରଣ ତାଙ୍କ ପାଇଁ ଦୁଷ୍ଟତାର ଉପସ୍ଥିତି ଯନ୍ତ୍ରଣାଦାୟକ ଅଟେ। ତଥାପି ସେ ବିଶ୍ୱାସର ଜଣେ ବ୍ୟକ୍ତି ଅଟନ୍ତି ପରମେଶ୍ୱର ପ୍ରତିଉତ୍ତର ଦିଅନ୍ତି, ପୁଣି ହବକ୍କୂକ ବିଶ୍ୱାସରେ ପ୍ରତିଉତ୍ତର ଦେଇ କହନ୍ତି, ଠିକ୍ ଅଛି ମୁଁ ଧୈର୍ଯ୍ୟ ଧରି ଅପେକ୍ଷା କରିବି, କାରଣ ମୁ ବିଶ୍ୱାସ କରେ ଯେ ଆପଣ ଆପଣା ବିଷୟରେ ଯାହା କହନ୍ତି ଆପଣ ସେହି ବ୍ୟକ୍ତି ଅଟନ୍ତି ଆପଣ ଯାହା କରିବାକୁ କହନ୍ତି, ଆପଣ ତାହା କରିବେ। ଆଉ ହବକ୍କୂକ ପରମେଶ୍ୱରଙ୍କୁ ଆପଣା ଦ୍ୱିତୀୟ ପ୍ରତିଜ୍ଞାକୁ ପୂରଣ କରିବା କେବେ ଦେଖି ଥିଲେ, ତଥାପି, ସେ ଧୈର୍ଯ୍ୟ ଧରି ଅପେକ୍ଷା କରିଥିଲେ, କାରଣ ସେ ବିଶ୍ୱାସ କରନ୍ତି ଯେ ସେ ତାହା ସାଧନ କରିବେ।

ଏବଂ ତାପରେ, ପୁରାତନ ନିୟମର ଶ୍ରେଷ୍ଠ ବାକ୍ୟମାନଙ୍କ ମଧ୍ୟରୁ ଏହି ଦୁଇଟି ବାକ୍ୟରେ ଅର୍ଥାତ୍ ୧୭ ୧୮ ପଦରେ, ହବକ୍କୁକ କୃଷି କାର୍ଯ୍ୟର କ୍ଷତିକୁ ଯାହା ନିଶ୍ଚିତ ହେବ ତାହା ଦେଖନ୍ତି ଯେତେବେଳେ ବାବିଲୀୟମାନେ ଆସି ସେ ଯାହା କହନ୍ତି ତାହା ଶୁଣନ୍ତି।

କାରଣ ଯଦ୍ୟପି ଡିମିରି ବୃକ୍ଷ ପୁଷ୍ପିତ ନୋହିବ, କିଅବା ଦ୍ରାକ୍ଷାଲତାରେ ଫଳ ଧରିବ; ଜୀତବୃକ୍ଷ ଫଳ ଫଳିବ କ୍ଷେତ୍ର ଖାଦ୍ୟଦ୍ରବ୍ୟ ଉତ୍ପନ୍ନ କରିବ; ଖୁଆଡ଼ରୁ ମେଷପଲ ଉଚ୍ଛିନ୍ନ ହେବ, ଆଉ ଗୋଠରେ ଗୋରୁପଲ ଥିବ... ଅନ୍ୟ ବାକ୍ୟରେ, ପରିସ୍ଥିତି ଯେତେ ଖରପ ହେଉ ନା କାହିଁକି, ପରମେଶ୍ୱର; ବିନାଶ ଯେତେ ଗମ୍ଭୀର ହେଉ ନା କାହିଁକି, ସେମାନେ ଆମ୍ଭ କ୍ଷେତ୍ରକୁ ଯାହା କରନ୍ତୁ ନା କାହିଁକି, ସେମାନେ ଆମ୍ଭମାନଙ୍କ ପଶୁପଲ ଉପରେ ଯାହା କରନ୍ତୁ ନା କାହିଁକି...ଏବଂ ଏହା ଏକ କୃଷି ସମ୍ବନ୍ଧୀ ଧନ ଅଟେ, ଠିକ୍ କହୁଛି? ଏହା ସେମାନଙ୍କ ଜୀବନ ଅଟେ! ଏବଂ ହବକ୍କୂକ କହୁଅଛନ୍ତି, ପରିସ୍ଥିତି ଯେତେ ମନ୍ଦ ହେଲେ ମଧ୍ୟ ମୁଁ ଚିନ୍ତ କରେ ନାହିଁ...ବା ଅନୁଭବାତ୍ମକ ରୂପରେ ଯେତେ ମନ୍ଦ ହେଲେ ମଧ୍ୟ...ତଥାପି ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି। ମୁଁ ଆପଣା ତ୍ରାଣର ପରମେଶ୍ଵରଙ୍କଠାରେ ଉଲ୍ଲାସ କରିବି।

ହବକ୍କୂକଙ୍କ ବିଶ୍ୱାସ ନିଷ୍କ୍ରିୟ ବିଶ୍ୱାସ ନୁହେଁ। ତ୍ୟାଗ କରିବାରେ କୌଣସି ଅର୍ଥ ନାହିଁ। ଭାଗ୍ୟ ଉପରେ ବିଶ୍ୱାସ କରିବାର କିଛି ଅର୍ଥ ନାହିଁ। ଏହା କ୍ରିୟାଶୀଳ ଅଟେ! ସେ କହିଲେ, ମୁଁ ଆନନ୍ଦ କରିବି! ମୁଁ ଉଲ୍ଲାସ କରିବି! ହବକ୍କୂକଙ୍କ ଜୀବନରେ ହେଉ ଅଛି ନା ତାହାଙ୍କ ବିଶ୍ୱାସ ତାଙ୍କୁ ମୁକ୍ତ କରିଅଛି; ଭୟର ବେଡ଼ି ଖସି ପଡ଼ିଅଛି ସେ ମୁକ୍ତ ହୋଇଅଛନ୍ତି। ନିଷ୍କ୍ରିୟ ହୋଇ ଏହା କହିବା ନୁହେଁ ଯେ ଠିକ୍ ଅଛି ପରମେଶ୍ୱର, ମୋତେ ଲାଗୁଅଛି ଯେ ଆପଣ ଆପଣା ଇଚ୍ଛାକୁ ପୂରଣ କରିବେ, ମୁଁ ବସିବି। ହବକ୍କୂକରେ ଏହିପରି କିଛି ନାହିଁ! କିନ୍ତୁ ଭିଷଣ ଦୁର୍ଦ୍ଦଶା ମଧ୍ୟରେ ସୁଦ୍ଧା, ହବକ୍କୂକ ବିଶ୍ୱାସଯୋଗ୍ୟ ରହିବେ ତାହାର ଅର୍ଥ ସେ ପ୍ରତିଦିନ ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ! ସେ ଆପଣା ତ୍ରାଣକର୍ତ୍ତା, ପରମେଶ୍ୱରଙ୍କଠାରେ ଉଲ୍ଲାସ କରିବେ! ସେ କଠିନ ପରିସ୍ଥିତିଗୁଡ଼ିକର ସମ୍ମୁଖରେ ହସିବେ। ସେ କହିବେ, ହେଲା! ହେଲା ବାବିଲବାସୀ! ତଥାପି ମୁଁ ବିଶ୍ୱାସ କରେ, ମୁଁ ନିଶ୍ଚୟ ବିଶ୍ୱାସଯୋଗ୍ୟ ରହିବି।

. ତାହାଙ୍କ ଶିଷ୍ୟ ହେବା ନିମନ୍ତେ ଆବଶ୍ୟକ ମୌଳିକ ବିଷୟସବୁ

ପରମେଶ୍ୱର ଆପଣା ଶିଷ୍ୟମାନଙ୍କଠାରୁ ଇଚ୍ଛା କରନ୍ତି? ପରମେଶ୍ୱର ଆପଣ ମୋଠାରୁ କେଉଁ ଆଧାରଭୂତ, ମୌଳିକ ବିଷୟକୁ ଚାହାନ୍ତି? ଆମ୍ଭମାନଙ୍କ ଅସ୍ତିତ୍ୱର ଆଧାର ରୂପରେ ପରମେଶ୍ୱର ଆମ୍ଭମାନଙ୍କଠାରୁ ଇଚ୍ଛା କରନ୍ତି?

ତାହାଙ୍କ ବିଷୟରେ ଉତ୍ତମ ଅନୁଭବ କରିବାକୁ ଆମ୍ଭମାନଙ୍କ ବିଷୟରେ ଉତ୍ତମ ଅନୁଭବ କରିବାକୁ ଇଚ୍ଛା କରନ୍ତି। ଦୟାକରି କେହି ଜଣେ କହନ୍ତୁ ନାହିଁ ଧନ୍ୟବାଦ। ଆମ୍ଭେମାନେ ମଣ୍ଡଳୀକୁ ଯିବା କଥା! ନାହିଁ। ବାଇବଲ ଅଧ୍ୟୟନ କରିବା କଥା! ନାହିଁ ଯଥାର୍ଥ ବିଷୟକୁ ବିଶ୍ୱାସ କରିବା କଥା! ନାହିଁ। ଉତ୍ତମ କାମ କରିବା ମନ୍ଦ କାମ କରିବା କଥା! ନାହିଁ।

ସେହି ସମସ୍ତ ଉତ୍ତମ ବିଷୟ ଅଟେ। ନିଶ୍ଚୟ ସେହି ସମସ୍ତ ବିଷୟ ଆମ୍ଭମାନଙ୍କ ଜୀବନକୁ ଚିତ୍ରିତ କରିବା ଉଚିତ୍, କିନ୍ତୁ ସେମାନଙ୍କ ମଧ୍ୟରୁ କୌଣସି ମଧ୍ୟ ଆଧାରଭୂତ, ମୌଳିକ ମୂଳଭୂତ ବିଷୟ ନୁହେଁ, ଯାହା ପରମେଶ୍ୱର ଆପଣଙ୍କଠାରୁ ମୋଠାରୁ ଚାହାନ୍ତି। ପରମେଶ୍ୱର ଆପଣଙ୍କଠାରୁ ମୋଠାରୁ ଯେଉଁ ଆଧାରଭୂତ, ମୌଳିକ ବିଷୟ ଚାହାନ୍ତି, ତାହା ହେଲା ଆମ୍ଭମାନଙ୍କର ବିଶ୍ୱାସ।

ଏବ୍ରୀ ୧୧: , ଆଉ ବିଶ୍ଵାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ (କଠିନ ନୁହେଁ... ଅସମ୍ଭବ)

କୌଣସି ପରିମାଣରେ ମଣ୍ଡଳୀ ଯିବା, ଯଥାର୍ଥ କର୍ମ କରିବା, କୌଣସି ମନ୍ଦ କର୍ମ କରିବା ବାଇବଲ ଅଧ୍ୟୟନ କରିବା...ଯଦି ଆମ୍ଭେମାନେ କେବଳ ତାହା କରୁ କିନ୍ତୁ ବିଶ୍ୱାସ କରୁ ନାହୁଁ...ଯଦି ଆମ୍ଭେମାନେ ଦିନ ପ୍ରତି ଦିନ ବିଶ୍ୱାସଯୋଗ୍ୟ ରହୁ ନାହୁଁ...ତେବେ ତାହା ତାହାଙ୍କ ସନ୍ତୋଷଜନକ ବିଷୟ ନୁହେଁ! କାରଣ ବିଶ୍ୱାସ ସବୁଠାରୁ ମୌଳିକ ଆଧାରଭୂତ ବିଷୟ ଅଟେ। ଯାହା ହେଉ ନା କାହିଁକି, ପରମେଶ୍ୱର ଆପଣଙ୍କୁ ମୋତେ ବିଶ୍ୱାସ କରିବାକୁ ଆହ୍ୱାନ କରନ୍ତି। ଏହା ବିଶ୍ୱାସ କରିବାକୁ ଯେ ସେ ଧାର୍ମିକ ନ୍ୟାୟବାନ ଅଟନ୍ତି। ଏହା ବିଶ୍ୱାସ କରିବାକୁ ଯେ ସେ ଧାର୍ମିକ ଲୋକମାନଙ୍କୁ ପୁରସ୍କାର ପ୍ରଦାନ କରିବେ, ଯେ ସେ ଦୁଷ୍ଟମାନଙ୍କୁ ଦଣ୍ଡ ଦେବେ, ଯେ ତାଙ୍କ ମାର୍ଗ ସବୁବେଳେ ସର୍ବଶ୍ରେଷ୍ଠ ଅଟେ...ଏବଂ ଯେକୌଣସି ପରିସ୍ଥିତି ଆସୁ ନା କାହିଁକି, ଆମ ସମ୍ମୁଖରେ ଯାହା କିଛି ଆସୁ ନା କାହିଁକି, ପ୍ରତିଦିନ ବିଶ୍ୱାସରେ ଜୀବନଯାପନ କରିବା। ଏବଂ ଆମ୍ଭେମାନେ କହୁ, ପରମେଶ୍ୱର, ହୋଇପାରେ ମୁଁ ଏହା ବୁଝି ପାରେ। ତଥାପି ମୋ ସ୍ୱାମୀ ମୋତେ ତ୍ୟାଗପତ୍ର ଦେଲେ। ଏହା କିପରି ହୋଇପାରେ ମୁଁ ବୁଝି ପାରୁ ନାହିଁ, କିନ୍ତୁ ମୁଁ ବିଶ୍ୱାସ କରେ ଯେ ଆପଣ ଉତ୍ତମ, ସର୍ବଶକ୍ତିମାନ, ଧାର୍ମିକ, ନ୍ୟାୟୀ ଅଟନ୍ତି ଏବଂ ତାହା ଯଥେଷ୍ଟ...ଯାହା ହେଉ, ତାହା ଆୟୁବଙ୍କ ପାଇଁ ପରମେଶ୍ୱରଙ୍କ ଉତ୍ତର ଥିଲା, ସ୍ମରଣ କରନ୍ତି? ସେ ଆୟୁବଙ୍କୁ ସିଂହାସନ ଗୃହର ଦୃଶ୍ୟ କେବେ ମଧ୍ୟ ବର୍ଣ୍ଣନା କରନ୍ତି ନାହିଁ; ସେ କହିଲେ, ଆମ୍ଭେ ଯଥେଷ୍ଠ ଅଟୁ? ଆୟୁବ କହିଲେ, ହଁ, ତୁମ୍ଭେ ଯଥେଷ୍ଠ ଅଟ।

ପୁଣିଥରେ ଏହା ଏବ୍ରୀ ୧୧: ପଦରେ ଦେଖୁ। ବିଶ୍ୱାସର ଏକ ମହାନ ପର୍ବ, କାରଣ ଏବ୍ରୀ ପୁସ୍ତକର ଲେଖକ ପୁରାତନ ନିୟମର ବିଶ୍ୱାସର ମହାନ ବ୍ୟକ୍ତିଙ୍କୁ ଦୃଢ଼ତାର ସହିତ ଉଲ୍ଲେଖ କରନ୍ତି ଏବଂ ଏବ୍ରୀ ୧୧ ଏହି ପରି ଆରମ୍ଭ ହୁଏ... ବିଶ୍ଵାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ...ତାହା ହିଁ ପରମେଶ୍ୱର ଚାହାନ୍ତି! ଯଦ୍ୟପି ଆମ୍ଭେମାନେ ତାହା ଦେଖି ପାରୁ, ପରମେଶ୍ୱର ଚାହାନ୍ତି ଯେ ଆମ୍ଭେମାନେ ସମ୍ପୂର୍ଣ୍ଣ ଭରସା, ସମ୍ପୂର୍ଣ୍ଣ ବିଶ୍ୱାସ ସହିତ ଜୀବନ ବ୍ୟତିତ କରୁ! ତାହା ହିଁ ଅନ୍ୟ ସବୁ ବସ୍ତୁଠାରୁ ଅଧିକ ଈଶ୍ୱରଙ୍କୁ ପ୍ରସନ୍ନ କରିବାର ଆଧାର ଅଟେ। ଏବ୍ରୀ ୧୧ ପର୍ବରେ, ବିଶ୍ୱାସର ମହାନ ବ୍ୟକ୍ତିଙ୍କ ମଧ୍ୟ ଦେଇ ଯିବା ବେଳେ, ବିଶ୍ୱାସର ଉଦାହରଣଗୁଡ଼ିକୁ ଧ୍ୟାନ ଦିଅନ୍ତୁ।

ହେବଲ ଈଶ୍ୱରଙ୍କ ନିକଟରେ ଏକ ବଳିଦାନ ଉତ୍ସର୍ଗ କଲେ।

ହନୋକ ମୃତ୍ୟୁର ଆସ୍ୱାଦନ କଲେ ନାହିଁ।

ନୋହ, ଦିନ ପ୍ରତି ଦିନ, ବର୍ଷ ପ୍ରତି ବର୍ଷ ଧରି ଏକ ଜାହାଜ ନିର୍ମାଣ କଲେ ପରିଶେଷରେ ସେ ଜାହାଜରେ ପ୍ରବେଶ କଲେ।

ଅବ୍ରହାମ ଆପଣ ପୈତୃକ ଗୃହକୁ ତ୍ୟାଗ କଲେ।

ସାରା ବିଶ୍ୱାସ କଲେ ଯେ ତାହାଙ୍କ ଏକ ସନ୍ତାନ ହେବ।

ଅବ୍ରହାମ ଆପଣା ଏକମାତ୍ର ପୁତ୍ରଙ୍କୁ ଉତ୍ସର୍ଗ କଲେ, କାରଣ ସେ ବିଶ୍ୱାସ କଲେ ଯେ ପରମେଶ୍ୱର ତାହାକୁ ମୃତରୁ ଉଠାଇବେ।

ଯାକୁବ ବିଶ୍ୱାସ କଲେ ଆପଣା ସନ୍ତାନମାନଙ୍କୁ ଆଶୀର୍ବାଦ ପ୍ରଦାନ କଲେ।

ଯୋଷେଫ ବିଶ୍ୱାସ ଦ୍ୱାରା, ଯେତେବେଳେ ପରମେଶ୍ୱର ଇସ୍ରାଏଲ ସନ୍ତାନଗଣଙ୍କୁ ମିସର ଦେଶରୁ ପ୍ରତିଜ୍ଞାତ ଦେଶକୁ ବାହାର କରି ଆଣିଲେ, ଆପଣା ଅସ୍ତିକୁ ସଙ୍ଗେ ଘେନି ଯିବାକୁ ଆଜ୍ଞା ଦେଲେ।

ଏଗୁଡ଼ିକ ହେଉଛି ସମସ୍ତ ଉଦାହରଣ, ଯାହାକୁ ଆମ୍ଭେମାନେ ବିଶ୍ୱାସ ଦ୍ୱାରା ଉଦ୍ଧାର ବୋଲି କହି ଥାଉ, ସେହି ବିଶ୍ୱାସ ନୁହେଁ ଯାହା ଦ୍ୱାରା ଆମ୍ଭେମାନେ ଶିଷ୍ୟ ହୋଇଥାଉ, କିନ୍ତୁ ଏଗୁଡ଼ିକ ହେଉଛି ବିଶ୍ୱାସର ଉଦାହରଣ ଯେଉଁଠାରେ ଦିନକୁ ଦିନ, ଯେହେତୁ ଆମ୍ଭେମାନେ ଜୀବନର ପ୍ରମୁଖକୁ ଭେଟିଥାଉ ଏବଂ ଏହା ଠିକ୍ ଏବଂ ନ୍ୟାୟବାନ ଦେଖାଯାଏ ନାହିଁ, ତଥାପି ଆମ୍ଭେମାନେ କହୁଅଛୁ ମୁଁ ବିଶ୍ୱାସ କରେ ଏବଂ ମୁଁ ମୋର ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବି। ଏହା ଏକ ମୁକ୍ତ ପ୍ରକାରର ବିଶ୍ୱାସ, ନୁହେଁ କି? ଓହ ଯାହା ଆମ ଜୀବନର ପ୍ରତ୍ୟେକ ଦିନ ସେହି ପ୍ରକାର ବିଶ୍ୱାସ ଦ୍ୱାରା ଆମ୍ଭେମାନେ ସମସ୍ତେ ମୁକ୍ତ ହୋଇପାରିବା। ଆମର ବିଶ୍ୱାସକୁ ଦେଖିବା...ଆମର ବିଶ୍ୱସ୍ତତାକୁ ଦେଖିବା...ଆମ ଜୀବନର ପ୍ରତ୍ୟେକ ଦିଗକୁ ବିସ୍ତାର କରିବା। ବୋଧହୁଏ ଅସମ୍ଭବ ପ୍ରତିକୂଳ ପରିସ୍ଥିତିରେ ଆମ୍ଭେମାନେ ତଥାପି ବିଶ୍ୱାସ କରୁ ଯେ ପରମେଶ୍ୱର ତାହାଙ୍କ ବିଷୟରେ ସେ ଯିଏ ବୋଲି କହନ୍ତି ସେ ସିଏ ଅଟନ୍ତି...ଯେ ସେ ଯାହା କରିବେ ସେ ଯାହା କରିବେ ବୋଲି କହନ୍ତି ତାହା କରିବେ ଯେତେ ଭଲ କିମ୍ବା ଖରାପ ଜୀବନ ହେଉନା କାହିଁକି ତଥାପି ଆମ୍ଭେମାନେ ପରମେଶ୍ୱର ଧାର୍ମିକ ବୋଲି ବିଶ୍ୱାସ କରୁ। ତଥାପି ଆମ୍ଭେମାନେ ବିଶ୍ୱାସ କରୁ ଯେ ପରମେଶ୍ୱର ନ୍ୟାୟବାନ ଅଟନ୍ତି। ଏବଂ ମୁଁ ଯାହା ଦେଖେ ଏବଂ ଯାହା ଶୁଣେ ନା କାହିଁକି, ତଥାପି ମୁଁ ବିଶ୍ୱାସ କରେ ଯେ ପରମେଶ୍ୱରଙ୍କ ମାର୍ଗ ସର୍ବୋତ୍ତମ ଅଟେ! ଏବଂ ବିଶ୍ୱାସ କରେ ଯେ ବିଶ୍ୱର ମାର୍ଗସବୁ ଖରାପ ଅଟେ।

ଏହି ପ୍ରକାରର ବିଶ୍ୱାସ ଆମ୍ଭମାନଙ୍କୁ ଜଗତରୁ ମୁକ୍ତ କରିଥାଏ। ଏହା ଆମ୍ଭମାନଙ୍କୁ ସ୍କୁଲରେ ସ୍ୱୀକାର କରାଯିବାର ଆବଶ୍ୟକତାରୁ ମୁକ୍ତ କରେ। କାରଣ ଆମ୍ଭେମାନେ ଜାଣୁ ଯେ ଈଶ୍ୱରଙ୍କୁ ଜାଣିବା ବନ୍ଧୁମାନଙ୍କଠାରୁ ମଧ୍ୟ ମଧୁର ଅଟେ।

ଏହିପରି ବିଶ୍ୱାସ କିଶୋର କନ୍ୟାମାନଙ୍କୁ ମୁକ୍ତ କରିଥାଏ; ସେମାନଙ୍କୁ ଚିପା ବସ୍ତ୍ର ପରିଧାନର ଆବଶ୍ୟକତାରୁ ମୁକ୍ତ କରେ ଯାହା ସେମାନଙ୍କ ଶରୀରକୁ ବିକ୍ରି କରିବା ଛଡ଼ା ଆଉ କିଛି କରି ଥାଏ, କାରଣ ସେମାନେ ବିଶ୍ୱାସ କରନ୍ତି ଯେ ସତ୍କର୍ମରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତା କରିବା ଉତ୍ତମ ଅଟେ ( ତୀମଥି :)

ଏହିପରି ମୁକ୍ତ କରିବା ବିଶ୍ୱାସ ଯୁବକ ପିଲାମାନଙ୍କୁ ଲୋକମାନଙ୍କୁ ଆପଣାକୁ ସିଦ୍ଧ ସାବ୍ୟସ୍ତ କରିବାକୁ ସମସ୍ତ ପ୍ରକାରର ଯୌନ ଆକର୍ଷଣରୁ ମୁକ୍ତ କରିଥାଏ, କାରଣ ସେମାନେ ବିଶ୍ୱାସ କରନ୍ତି ଯେ ଯୌନ ଏକ ଏପରି ସମ୍ପର୍କ ଅଟେ, ଯାହାର ଆନନ୍ଦ କେବଳ ବୈବାହିକ ଜୀବନ ମଧ୍ୟରେ ହିଁ ନିଆଯାଇ ପାରେ।

ଏହିପରି ବିଶ୍ୱାସ ଆମ୍ଭମାନଙ୍କୁ ଆର୍ଥିକ ସୁରକ୍ଷା ଅର୍ଜନ କରିବା ପାଇଁ ଆପଣା ଜୀବନକୁ ବ୍ୟୟ କରିବାରୁ ମୁକ୍ତ କରିଥାଏ...ଆଉ ଏହିପରି ଆଉ କୌଣସି ବିଷୟ ନାହିଁ। ଏବଂ ତଥାପି ଆମ୍ଭେମାନେ ଜଗତକୁ ଦେଖୁ ଏକ ବଡ଼ ଗୃହ, ଅଧିକ ଖେଳଣା, ଅଧିକ ବିଳାସପୂର୍ଣ୍ଣ ଜୀବନର ଲାସା କରିଥାଉ। କିନ୍ତୁ ଯେଉଁ ବିଶ୍ୱାସ ମୁକ୍ତ କରେ, ଏବ୍ରୀ ୧୧ ପର୍ବ ଭାଷାରେ କହେ, ନାହିଁ! ଆମ୍ଭେମାନେ ବିଦେଶୀ ଆମ୍ଭେମାନେ ପ୍ରବାସୀ ଅଟୁ। ଆମ୍ଭେମାନେ ଏକ ସ୍ଵର୍ଗୀୟ ଦେଶର ଆକାଂକ୍ଷା କରୁଅଛୁ। ଏହି ଜଗତ ମୋହର ଗୃହ ନୁହେଁ, ମୁଁ କେବଳ ଏହା ମଧ୍ୟ ଦେଇ ଯାଉଅଛି। ତାହା ହିଁ ଆମ୍ଭେମାନେ ବିଶ୍ୱାସ କରୁ। ତାହା ସତ୍ୟ ହେବା ଆମ୍ଭେମାନେ ଜାଣୁ। ଜଗତ ଆମ୍ଭମାନଙ୍କୁ ଏହି ସମସ୍ତ ବିଷୟ କହିବା ପରେ ମଧ୍ୟ, ଆମ୍ଭେମାନେ କହୁ, ଈଶ୍ୱରଙ୍କ ସମସ୍ତ ମାର୍ଗ ସର୍ବଶ୍ରେଷ୍ଠ ଅଟେ ପ୍ରଭୁଙ୍କ ପ୍ରଶଂସା ହେଉ...ଏହି ଜଗତ ଆମ୍ଭମାନଙ୍କ ଗୃହ ନୁହେଁ! ମୁଁ ଏହା ଚାହେଁ ନାହିଁ। ସ୍ପଷ୍ଟ ଭାବେ କହିବାକୁ ଗଲେ, ମୋତେ ନୂତନ ଯିରୂଶାଲମ ନୂତନ ଆକାଶ ମଧ୍ୟ ଆବଶ୍ୟକ ନାହିଁ। ମୁଁ ଏଠାରୁ ବାହାରକୁ ଯିବାକୁ ଚାହେଁ। ମୁଁ ଗୃହକୁ ଯିବାକୁ ଚାହେଁ!

ତାହା ହିଁ ବିଶ୍ୱାସ କରେ। ଯେତେବେଳେ ଆପଣ ଆଘାତ, ଯନ୍ତ୍ରଣା, ଜୀବନର ନିରାଶ ଦୁଃଖର ବାହାରେ ଦେଖନ୍ତି, ବିଶ୍ୱାସ ଆପଣଙ୍କୁ ମୁକ୍ତ କରେ। ଏହା ଆମ୍ଭମାନଙ୍କୁ ମୁକ୍ତ କରେ, ଯେପରି ଆମ୍ଭେମାନେ ହବକ୍କୂକ ଯାହାକୁ ଅପରାଧ, ବିନାଶ, ହିଂସା କହେ ତାହାକୁ ଦେଖିପାରୁ ଏବଂ ଆମ୍ଭମାନଙ୍କ ବିଶ୍ୱାସ କହେ, ତଥାପି, ପରମେଶ୍ୱର ଆପଣା ବିଷୟରେ ଯାହା କହନ୍ତି ସେ ସେହି ବ୍ୟକ୍ତି ଅଟନ୍ତି, ସେ ଧାର୍ମିକ ଅଟନ୍ତି ସେ ନ୍ୟାୟବାନ ଅଟନ୍ତି। ଏବଂ ଆମ୍ଭମାନଙ୍କ ବିଶ୍ୱାସ କହେ, ପରମେଶ୍ୱର ଯାହା କରିବାକୁ କହନ୍ତି, ସେ ତାହା କରିବେ, ଯେତେବେଳେ ସେ ତାହା କରିବାକୁ ପ୍ରସ୍ତୁତ ହୁଅନ୍ତି। ସେ ଧାର୍ମିକ ଲୋକମାନଙ୍କୁ ପୁରସ୍କାର ଦେବେ ସେ ଦୁଷ୍ଟମାନଙ୍କୁ ଦଣ୍ଡ ଦେବେ। ଆଉ ସେହି ସମୟରେ, ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କ ଆତ୍ମାଙ୍କ ଶକ୍ତି ଦ୍ୱାରା ଆପଣା ବିଶ୍ୱାସରେ ଜୀବନଯାପନ କରୁ କରୁ, ମୁଁ ତାହାଙ୍କ ପ୍ରତି ବିଶ୍ୱାସଯୋଗ୍ୟ ରହିବି। କେବେ ବିଚଳିତ ହୋଇ, କେବେ ଏଣେତେଣେ ହୋଇ, ସବୁବେଳେ ନିଷ୍ଠାବାନ ରହିବି।

ହବକ୍କୂକଙ୍କ ପ୍ରଶ୍ନ ବହୁତ ସିଧା ସଳଖ ଅଟେ। ଏହା ବହୁତ ସରଳ ଅଟେ।

ଆପଣ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି କି? ତାହା ହବକ୍କୂକ ଅଟନ୍ତି।

ଆପଣ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି କି? ଆପଣ ଦିନ ପ୍ରତି ଦିନ, ପ୍ରତିଦିନର ଯନ୍ତ୍ରଣା ଅନିଶ୍ଚିତତା ମଧ୍ୟରେ ତାହାଙ୍କ ପ୍ରତି ବିଶ୍ୱାସଯୋଗ୍ୟ ରହିବେ କି? ପ୍ରତ୍ୟେକ ଦିନର ସୁଖ ଦୃଶ୍ୟ ସୁରକ୍ଷା ମଧ୍ୟରେ। ଆପଣ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବେ... ଯଦ୍ୟପି ଡିମିରି ବୃକ୍ଷ ପୁଷ୍ପିତ ନୋହିବ, କିଅବା ଦ୍ରାକ୍ଷାଲତାରେ ଫଳ ଧରିବ; ଜୀତବୃକ୍ଷ ଫଳ ଫଳିବ କ୍ଷେତ୍ର ଖାଦ୍ୟଦ୍ରବ୍ୟ ଉତ୍ପନ୍ନ କରିବ; ଖୁଆଡ଼ରୁ ମେଷପଲ ଉଚ୍ଛିନ୍ନ ହେବ, ଆଉ ଗୋଠରେ ଗୋରୁପଲ ଥିବ; ଯଦ୍ୟପି ଫସଳ କାଟିବା ସମୟରେ ପାଲୁଜରେ ବୃଷ୍ଟି ହୁଏ...ତଥାପି ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି। ମୁଁ ଆପଣା ତ୍ରାଣର ପରମେଶ୍ଵରଙ୍କଠାରେ ଉଲ୍ଲାସ କରିବି।

ଏହା ହବକ୍କୂକଙ୍କ ପୁସ୍ତକର ପ୍ରଶ୍ନ ଅଟେ। ଆପଣ ମୁଁ ବିଶ୍ୱାସ କରିବା ଏବଂ ଜଗତ ଆମ୍ଭମାନଙ୍କୁ ଯାହା ପ୍ରଦାନ କଲେ ମଧ୍ୟ ଆପଣ ମୁଁ ପ୍ରତିଦିନ ବିଶ୍ୱାସଯୋଗ୍ୟତାର ସହିତ ଜୀବନ ବ୍ୟତିତ କରିବା କି?

ଆସନ୍ତୁ ଆମ୍ଭେମାନେ ପ୍ରାର୍ଥନା କରିବା। ପିତା, ମନ୍ଦତାର ସମସ୍ୟା ହେଉଛି ସେହି ମୌଳିକ ପ୍ରସଙ୍ଗ ମଧ୍ୟରୁ ଗୋଟିଏ ଯାହା ସହିତ ସମସ୍ତେ ସଂଘର୍ଷ କରନ୍ତି। ଆମ୍ଭେମାନେ ଏହା ସ୍ୱୀକାର କରୁ। ଏବଂ ଏହା ଏକ ସଂଘର୍ଷ, ଯେତେବେଳେ ଆମ୍ଭେମାନେ ବ୍ୟଥା ଏବଂ ଯନ୍ତ୍ରଣା ଏବଂ ଆଘାତ ଦେଖୁ ଏବଂ ଯାହା ଆମ ଚାରିପାଖରେ ଏପରି ଅନ୍ୟାୟ ପରି ଦେଖାଯାଏ। ପିତା ଏହାକୁ ବୁଝିବା କଷ୍ଟକର ଅଟେ। ଏବଂ ତଥାପି, ପିତା, ବିଶ୍ୱାସ ଦ୍ୱାରା ଆମ୍ଭେମାନେ ବିଶ୍ୱାସ କରୁ ଯେ ଆପଣ ଜଣେ ଧାର୍ମିକ ପରମେଶ୍ଵର... ଯେ ଆପଣ ଜଣେ ନ୍ୟାୟୀ ପରମେଶ୍ଵର... ଯେ ଆପଣ ଜଣେ ଉତ୍ତମ ପରମେଶ୍ଵର...ଯେ ଆପଣ ଜଣେ ଶକ୍ତିଶାଳୀ ପରମେଶ୍ଵର ଅଟନ୍ତି। ଏହିସବୁ ବିଷୟ ଯାହାକୁ ଆମ୍ଭେମାନେ ବିଶ୍ୱାସ କରୁ ଏବଂ ଏହିସବୁ ବିଷୟ ଯାହାକୁ ଆମ୍ଭେମାନେ ଅଧିକାଂଶରେ ଲାଗି ରହୁ, ପିତା, ଯେତେବେଳେ ଆମ୍ଭେମାନେ ସୋମବାର ଏବଂ ମଙ୍ଗଳବାର ଦିନ କଠିନ ସମୟର ସାମ୍ନା କରିଥାଉ। ଯେତେବେଳେ ଆମ୍ଭେମାନେ ଜାଣିବାକୁ ଚେଷ୍ଟା କରୁଅଛୁ ଯେ କେଉଁ ପୋଷାକ ପିନ୍ଧିବା, କେଉଁ ପରିହାସ କହିବାକୁ, କାର୍ଯ୍ୟରେ କେତେ ପରିଶ୍ରମ କରିବା; ଏହି ସମସ୍ତ ଭଲ ବିଷୟ ଯାହା ଆପଣ ଆମକୁ କରିବାକୁ ଆହ୍ୱାନ କରିଅଛ। ସର୍ବପ୍ରଥମେ, ପିତା, ଆମ୍ଭେମାନେ ଆପଣଙ୍କ ପ୍ରତି ବିଶ୍ୱସ୍ତ ହେଉ। ଆମ୍ଭେମାନେ, ଯାହା କହିଥାଉ ଏବଂ କରିଥାଉ, ଏବଂ ଆମ୍ଭେମାନେ ଯାହା କହି ଥାଉ ଏବଂ କରି ଥାଉ, ଆମ୍ଭେମାନେ ବିଶ୍ୱସ୍ତ ହେବା, ଆମର ବିଶ୍ୱାସକୁ ଧରି ରଖିବା, ଏବଂ ଆମର ବିଶ୍ୱାସରେ ଏବଂ ଆପଣଙ୍କ ଉପରେ ଆମର ବିଶ୍ୱାସକୁ ଜାରି ରଖିବା ଦ୍ୱାରା ଆମ୍ଭେମାନେ ଆପଣଙ୍କୁ ଗୌରବ ଦେଉ। ଯୀଶୁଙ୍କ ନାମରେ, ଆମେନ୍।

ଜଗତ ଚିନ୍ତା କରେ, ଏହା ବିବେଚନା କରିବାରୁ ମୁକ୍ତ ହେବା ବିଷୟରେ ମଧ୍ୟ କିଛି ରହିଅଛି। ଆମ୍ଭେମାନେ ଏଠାରେ କେବଳ କିଛି କ୍ଷଣ ଅଛୁ ଈଶ୍ୱରଙ୍କ ପ୍ରତି ବିଶ୍ୱାସଯୋଗ୍ୟ ରହିବାର ଆନନ୍ଦମୟ ଦାୟିତ୍ୱ ପ୍ରାପ୍ତ ହୋଇଅଛୁ, ତାହା ଜାଣିବାରେ ସ୍ୱାଧିନତା ଅଛି। ମୁଁ ଆପଣଙ୍କୁ ଉତ୍ସାହ କରେ ଯେ ଆପଣ ଯାଆନ୍ତୁ ତାଡ଼ନାର ସମ୍ମୁଖରେ, ସମସ୍ୟା ସମ୍ମୁଖରେ, ତାହା ଉପରେ ହସନ୍ତୁ। କାରଣ ଆମ୍ଭମାନଙ୍କ ପରମେଶ୍ୱର ସର୍ବ ସାମର୍ଥୀ ଅଟନ୍ତି ଏବଂ କଳ୍ପନା କରନ୍ତୁ? ସେ ଜୟ ପ୍ରାପ୍ତ କରନ୍ତି! ମୁଁ, ଆମ୍ଭେମାନେ ଜୟ କରୁ ସେମାନେ ପରାଜୟ ହୁଅନ୍ତି ନାମକ ଅନ୍ତିମ ପୁସ୍ତକ ପଢ଼ିଅଛି। ସେହି ଦୃଢ଼ ବିଶ୍ୱାସରେ ଆଗକୁ ବଢ଼ନ୍ତୁ।