ଈଶ୍ୱରଙ୍କ ଧାର୍ମିକତା
ପ୍ରକାଶିତ
ରୋମୀୟ ମଣ୍ଡଳୀ ନିକଟକୁ ଲିଖିତ ପତ୍ରର ଅଧ୍ୟୟନ ଟୀକା
ଗେରାଲ୍ଡ଼ ଡବ୍ଲ୍ୟୁ. ନ୍ୟୁଫେଲ୍ଡ଼
ଉତ୍ସର୍ଗ
ଏହି ଟୀକା ଭୁବନେଶ୍ୱର ଓ ଗୋପାଳପୁରର ପାଳକମାନଙ୍କ ନିମନ୍ତେ ଉତ୍ସର୍ଗୀକୃତ ଅଟେ। ମୁଁ ଆପଣମାନଙ୍କର ବିଶ୍ଵସ୍ତତା, ଯୀଶୁଙ୍କ ଦୟା ଓ ପ୍ରେମ ଏବଂ ଆପଣମାନଙ୍କ ମଣ୍ଡଳୀରୁ ତଥା ଅଭାବଗ୍ରସ୍ତମାନଙ୍କଠାରୁ ବହୁତ କିଛି ଶିଖିଅଛି। ଆପଣମାନଙ୍କୁ ଧନ୍ୟବାଦ ଦିଏ।
